RI ଏବଂ AMINA ପାଇଁ ନିଯୁକ୍ତି ସୁଯୋଗ । ଦରମା ୧୩୦୦୦ ଟଙ୍କା । ଦେଖନ୍ତୁ ଏବଂ ଜାଣନ୍ତୁ ଏହି ନୂତନ ସୁବିଧା ସୁଯୋଗ ସମ୍ପର୍କରେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  RI ଏବଂ AMINA ପାଇଁ ବାହାରିଥିବା ନୂତନ ନିଯୁକ୍ତି ସୁଯୋଗ ସମ୍ପର୍କରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

ତେବେ ବର୍ତ୍ତମାନ  କରୋନା ସମୟରେ ଚାକିରୀ କୁ ନେଇ ବୋହୁ ଭାଗ ଦୌଡ଼ ଥିବା ବେଳେ । ଏକ ନୂତନ ନିଯୁକ୍ତି ସୁଯୋଗ ବାହାରିଛି । ତେବେ ଏହି ନିଯୁକ୍ତି ସୁଯୋଗ ରେ ଆପଣ ୧୩୦୦୦ ଟଙ୍କା ପର୍ଯ୍ୟନ୍ତ ପାଇଁ ପାରିବେ । ତେବେ ଆପଣଙ୍କୁ ଦଶମ ପାସ କରିଥିବା ସହ ସରକାର ଙ୍କ ଦ୍ଵାରା ପୂର୍ବରୁ ଯେକୌଣସି ସରକାରୀ ଚାକିରୀ କରିଥିବା ଦରକାର । ଏହା ଛଡା ଆପଣଙ୍କ ବୟସ ୬୫ ବର୍ଷ ତଳେ ହୋଇଥିବା ଦରକାର ।

ତେବେ ତୃତୀୟ ରେ ଆପଣଙ୍କୁ Ri କିମ୍ବା ଅମିନ କାର୍ଯ୍ୟ ବିଷୟରେ ପୂର୍ବରୁ ଜଣାଥିବା ଦରକାର । ତେବେ ଆପଣ RI ଚାକିରୀ ପାଇଁ ୧୩୦୦୦ ଟଙ୍କା ଏବଂ AMINA ପୋଷ୍ଟ ପାଇଁ ୧୨୦୦୦ ଟଙ୍କା ପାଇଁ ପାରିବେ । ତେବେ ଆପଣଙ୍କୁ ସରକାର ଙ୍କ RI ଏବଂ AMINA ଚାକିରୀ ର ୱେବ ସାଇଟ କୁ ଯାଇ ଆବେଦନ କରି ପାରିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *