ଗ୍ୟାସ ବୁକିଙ୍ଗ କରୁଥିଲେ ହୋଇ ଜାଣି ରଖନ୍ତୁ।  ମିଳିବ ୫୦ ଟଙ୍କା ରିହାତି , ଦେଖନ୍ତୁ କିଭଳି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ ଗ୍ୟାସ ବୁକିଙ୍ଗ ଉପରେ ୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇ ପାରିବେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଭାରତ ରେ ପ୍ରତିଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିବା ରେ ଲାଗିଛି । ତେବେ ଏହି ବର୍ଦ୍ଧିତ ଦର ର ପ୍ରଭାବ ସମସ୍ତ ଦ୍ରବ୍ୟ ତଥା ଘରୋଇ ସାମଗ୍ରୀ ଉପରେ ପଡୁଛି । ଯାହା ଫଳରେ ସାଧାରଣ ଲୋକ ମାନେ ହଇରାଣ ହେଉଛନ୍ତି । ତେବେ ଏହା ଖାଲି ସାଧାରଣ ଜନତା ନୁହେଁ ବହୁ ଗରିବ ଦିନ ମଜୁରିଆ ଙ୍କ ପେଟ କୁ ନାତ ମାରିବା ସଙ୍ଗେ ସମାନ। 

 

ତେବେ ପେଟ୍ରୋଲ ଦର ବଢୁ ବଢୁ ଗ୍ୟାସ ସିଲିଣ୍ଡର ର ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ତେବେ ଚଳିତ ବର୍ଷ ଗ୍ୟାସ ଦର ରେ ୧୨୫ ଟଙ୍କା ବୃଦ୍ଧି ଘଟିଥିବା ବେଳେ ସବ୍ସିଡ଼ି ମଧ୍ୟ କମ ଟଙ୍କା ମିଳୁଛି । ତେବେ ଆପଣ ମାନଙ୍କ ପାଇଁ ଏକ ନୂଆ ସ୍କିମ ବିଷୟରେ କହିବାକୁ ଯାଉଛି । ତେବେ ଯଦି ଆପଣ ଆମାଜନ ପେ ରୁ ଯାଇ ଗ୍ୟାସ ବୁକିଙ୍ଗ କରନ୍ତି ତେବେ ଆପଣଙ୍କୁ ସିଧା ସଳଖ ୫୦ ଟଙ୍କା ରିହାତି ମିଳିବ । ତେବେ ଏହା ମାର୍ଚ୍ଚ ୧ ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଲାଗୁ ଅଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *