ବଡ଼ ଧରଣର ଭୂମିକମ୍ପ । ଆସିଲା ବୃହତକାୟ ସୁନାମୀ ଦେଖନ୍ତୁ ଛାତିଥରା ଦୃଶ୍ୟ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ନ୍ୟୁଜିଲାଣ୍ଡ ରେ ଆସିଥିବା ସବୁଠାରୁ ବଡ଼ ଭୂମିକମ୍ପ ଯାହା ଫଳରେ ସେଠାରେ ଆସିଥିବା ସୁନାମି ସମ୍ପର୍କରେ  କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଦେଶ ବିଦେଶ ର ସବୁଠାରୁ ବଡ଼ ଖବର । ନ୍ୟୁଜିଲାଣ୍ଡ ର ପୂର୍ବ ଉପକୂଳ ରେ ଆସିଲା ଏକ ବଡ଼ ଭୟଙ୍କର ଭୂମିକମ୍ପ ରିକ୍ଟର ସ୍କେଲ ରେ ଏହି ଭୂମିକମ୍ପ ର ତୀବ୍ରତା ୭.୩ ରହିଥିଲା । ତେବେ ଏହାକୁ ନେଇ ନ୍ୟୁଜିଲାଣ୍ଡ ସରକାର ସୁନାମି ଆସିବା ର ନେଇ ସ୍ଥାନୀୟ ବାସିନ୍ଦା ଙ୍କୁ ସୂଚନା   ଦେବା ସହ ଯଥା ଶୀଘ୍ର ସେହି ସ୍ଥାନ ଛାଡି ଏକ ଉଚ୍ଚ ସ ସ୍ଥାନ କୁ ଚାଲି ଯିବା ପାଇଁ ନିର୍ଦେଶ ଦେଇଛନ୍ତି । 

 

ତେବେ ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ଶୁକ୍ରବାର ଦିନ ସେଠିକାର ସମୟ ଅନୁସାରେ ୨,୨୭ ମିନିଟ ସମୟରେ (ଭାରତୀୟ ସମୟ ଅନୁସାରେ ୭ ଘଟିକା) ଏକ ଭୟଙ୍କର ଭୂମିକମ୍ପ ଆସିଥିଲା । ଯାହା ଫଳରେ ନ୍ୟୁଜିଲାଣ୍ଡ ର ପୂର୍ବ ଉପକୂଳ ଠାରୁ ୧୦୦ ମିଟର ଦୂର ରେ ଥିବା ଏକ ଦ୍ବୀପ ରୁ ଏକ ସୁନାମି ଆସିଥିଲା । ଯାହା ଦୀର୍ଘ ୨-୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *