ଭାରତୀୟ ସୈନ୍ୟ ମୋଦି ଙ୍କୁ ଦେଲେ ଶକ୍ତ ଚେତାବନୀ

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ଭାରତୀୟ ସେନା ର ମୁଖ୍ୟ ମୋଦି ଙ୍କୁ ଚେତାବନୀ ଦେଇଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଭାରତୀୟ ସୀମା ରେ ଭାରତ ର ଦୁଇଟି ମୁଖ୍ୟ ଶତ୍ରୁ ହେଲେ ଚାଇନା ଏବଂ ପାକିସ୍ତାନ । ତେବେ ପାକିସ୍ଥାନ ଏବଂ ଚାଇନା ଏବଂ ଭାରତ ମଧ୍ୟରେ ବହୁ ବର୍ଷ ହେଲା ସୀମା ବିବାଦ ଚାଲି ଆସୁଛି । ତେବେ ଏହି ସୀମା ବିବାଦ କୁ ବର୍ତ୍ତମାନ ସମୟରେ ୩ ଟି ଦେଶ ର ସେନା ମୁଖ୍ୟ ଙ୍କ ଭିତରେ ହୋଇଥିଲା ଏକ ଆଲୋଚନା । 

 

ଯାହାର ଫଳ ସ୍ୱରୂପ ଏହା ଥିଲା କି ଆଜିଠାରୁ କେହି କାହା ଦେଶ ର ସୀମା ଉପରେ କେହି ନଜର ପକାଇବେ ନାହିଁ । କାରଣ ସବୁ ଦେଶ ପାଖରେ ପରମାଣୁ ବୋମା ଅଛି । ତେବେ ଏହି ବୋମା ଅତି ମାରତ୍ମକ ଯଦି ପରସ୍ପର ମଧ୍ୟରେ ହେଉଥିବା ଯୁଧ୍ୟ ରେ କେହି ବି ହାରିବାର ସମ୍ଭାବନା ଦେଖା ଦେବ ତେବେ ଗୋଟେ ଦେଶ ଅନ୍ୟ ଉପରେ ପରମାଣୁ ବୋମା ପକାଇ  ଦେବ ।

ତେବେ ଜାହାକୁ ନେଇ ସମସ୍ତେ ଏଥର କାହା ଦେଶର ସୀମା ଉପରେ ନଜର ପକାଇବେ ନାହିଁ ବୋଲି ସେନା ମୁଖ୍ୟ ମାନେ କଥା ହୋଇଛନ୍ତି । ଏହା ଛଡା ଭାରତ ସେନା ତରଫରୁ ନରେନ୍ଦ୍ର ମୋଦି ଙ୍କୁ ସେନା ର ସୀମା ବିବାଦ ଉପରେ କୌଣସି ଆକ୍ରମଣାତମକ ମନ୍ତବ୍ୟ ନ ଦେବା ପାଇଁ ନିର୍ଦେଶ ଦିଆ ଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *