ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା । ଆସିଲା ନୂଆ 7 ଟି ନିୟମ । ଗ୍ରାହକ ଙ୍କୁ ଏବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଷ୍ଟେଟ ବ୍ୟାଙ୍କ ରେ ଖାତା ଥିଲେ ଜାଣି ରଖନ୍ତୁ ବଦଳି ଥିବା ୭ ଟି ନିୟମ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

ତେବେ ଆପଣଙ୍କ ର ଯଦି sbi ରେ ଆକାଉଣ୍ଟ ଅଛି ତେବେ ଏହି ୭ ଟି ନିୟମ ପରିବର୍ତ୍ତନ ହୋଇଛି । 

(୧) ଯଦି ଆପଣଙ୍କ ର SBI ରେ fixed diposit ମାରିଛନ୍ତି ତେବେ ଆପଣଙ୍କୁ ବାର୍ଷିକ ୫.୨ ହିସାବରେ ଆପଣଙ୍କୁ ସୁଧ ମିଳିବ । 

(୨)ଯଦି ଆପଣଙ୍କ saving account ଅଛି ତେବେ ଆପଣଙ୍କୁ ବାର୍ଷିକ ୨.୫ ହିସାବରେ ସୁଧ ମିଳିବ ।

 

(୩)ଯଦି ଆପଣଙ୍କ ATM ଅଛି ତେବେ ଆପଣଙ୍କ ର ପ୍ରତ୍ୟକ ବର୍ଷ ATM ଚାର୍ଜ ବାବଦରେ ୧୨୫ ଟଙ୍କା ଏବଂ GST ସହ ୨୦୦ ଟଙ୍କା କଟିଯିବ ।

(୪)ଯଦି ଆପଣ କିଛି ଲୋନ କରିଛନ୍ତି ତେବେ ଆପଣଙ୍କୁ ୯.୦୬ ରୁ ୧୧.୧୫ ପ୍ରତିଶତ ସୁଧ ଦେବା ପାଇଁ ପଡିବ। 

(୫)ଯଦି ଆପଣ study loan କରିଛନ୍ତି ତେବେ ଆପଣଙ୍କୁ ୧୦.୮୫ ରୁ ୧୧.୧୫ ପ୍ରତିଶତ ସୁଧ ଦେବାକୁ ପଡିବ ।

 

(୬)ଯଦି ଆପଣଙ୍କ ଆକାଉଣ୍ଟ ରେ ଆପଣ ATM ରୁ ଉଠାଇଥିବା ପାଇସା ଠାରୁ କମ ଥାଏ ତେବେ ଆପଣଙ୍କୁ ୨୦ ଟଙ୍କା ପଇସା କଟିବ ।

(୭)ଯଦି କୌଣସି ୬୦ ବର୍ଷ ରୁ ବୃଧ ବ୍ୟକ୍ତି SBI ରେ fixed ଆକାଉଣ୍ଟ ଖୋଲା ଯାଇଛି ତେବେ ଆପଣଙ୍କୁ ୬.୨ ପ୍ରତିଶତ ହିସାବରେ ସୁଧ ମିଳିବ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ । 

Leave a Reply

Your email address will not be published. Required fields are marked *