ଘରେ ଟଙ୍କା ପଇସା ର ଅଭାବ ରହୁଛି କି? ରବିବାର ଦିନ କରନ୍ତୁ ଏହି କାର୍ଯ୍ୟ ଦେଖିବେ ମାଲାମାଲ ହୋଇଯିବେ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ ଘରେ ଟଙ୍କା ପାଇସା କୁ ନେଇ ଲାଗି ରହୁଥିବା ଚିନ୍ତା ରୁ ସରଳ ଉପାୟ ରେ ମୁକ୍ତି ପାଇ ପାରିବେ ଏବଂ ନିଜର ଅଭାଵ ଦୂର କରି ପାରିବେ ।

 

 ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ରବିବାର ଦିନ ହେଉଛି ସୂର୍ଯ୍ୟ ନାରାୟଣ ଙ୍କ ଦିନ । ଏହି ଦିନ ରେ ଯଦି  ଲୋକ ମାନେ ଏହି ସବୁ କାର୍ଯ୍ୟ କରିବେ ତେବେ ସମସ୍ତ ମନ ସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ସର୍ବ ପ୍ରଥମେ ଆପଣଙ୍କ ର ଯଦି ଟଙ୍କା ପଇସା ରେ କିଛି ଅସୁବିଧା ଦେଖା ଯାଉଛି । 

 

ତେବେ ଆପଣ ପ୍ରତି ରବିବାର ଦିନ ରାତି ରେ ଶୋଇବା ବେଳେ ମୁଣ୍ଡ ପାଖରେ ଏକ କ୍ଷୀର ଗ୍ଲାସ ରେ ଟିକେ ପାଣି ମିଶାଇ ରଖନ୍ତୁ । ଦେଖିବେ ଯେଭଳି କ୍ଷୀର ଗ୍ଲାସ ରେ ଆପଣଙ୍କ ହାତ ବାଜି ନଜିବ । ତେବେ ଏହା ପରଦିନ ସକାଳେ ଆପଣ ଏହି କାଚ ରେ ଥିବା କ୍ଷୀର ଏବଂ ପାଣି ର ମିଶ୍ରଣ କୁ ଏକ ବର ବୃକ୍ଷ ମୂଳେ ଗାଧୋଇ ସାରି ଢାଳି ଦିଅନ୍ତୁ । ଦେଖିବେ ସମସ୍ତ ମନ ସ୍କାମନା ପୂର୍ଣ୍ଣ ହେବା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *