ଘରକୁ ଏହିଭଳି ଭାବେ ଧୁଆପୋଛା କଲେ କାଙ୍ଗାଳ ହୋଇଯିବେ । ତେବେ ଘରକୁ ପୋଛିବା ବେଳେ ପକାନ୍ତୁ ଏହି ଜିନିଷ ଧନଧାନ୍ୟ ରେ ଘର ପୂର୍ଣ୍ଣ ରହିବ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ଘର ପୋଛିଲେ ଆପଣଙ୍କ ଘରେ ସକରାତ୍ମକ ଉର୍ଜା ରହିବା ସହିତ ମାତା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିବ ସେ ବିଷୟରେ କହିବାକୁ ଯାଉଛୁ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

 

 ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । ତେବେ ଆପଣ ମାନେ ଜାଣିଥିବେ ଘରେ ଅଳିଆ ଆବର୍ଜନା ରହିଲେ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ତେବେ ସେଥିପାଇଁ ଘରକୁ ସବୁବେଳେ ସଫା ସୁତୁରା ରଖିବା ଦରକାର । ସେଥିପାଇଁ ଆପଣଙ୍କୁ ଏହି କିଛି ନିୟମ ମାନିବା ଦରକାର । ତେବେ ଘରକୁ କେବେହେଲେ ରାତି ସମୟରେ ପୋଛନ୍ତୁ ନାହିଁ। 

 

 ଘରକୁ ପୋଛିବା ବେଳେ କୌଣସି ଭଗ୍ନ ପାତ୍ର ରେ ପାଣି ଆଣି ପଚନ୍ତୁ ନାହିଁ । ସବୁବେଳେ ଘର ର ଉତ୍ତର ଦିଗରୁ ପୋଛିବା ଆରମ୍ଭ କରନ୍ତୁ । କାରଣ ଉତ୍ତର ଦିଗ ହେଉଛି କୁବେର ତଥା ମା ଲକ୍ଷ୍ମୀ ଙ୍କ ଆଗମନ ର ସ୍ଥାନ । ତେବେ ଘର ପୋଛିବା ସମୟରେ ନିମ ପତ୍ର କୁ ଗରମ କରି ଏହାର ପାଣି କୁ ପୋଛିବା ପାଇଁ ଆଣିଥିବା ଜଳ ରେ ମିଶାଇ ପୋଛନ୍ତି ତେବେ ଘରୁ ସମସ୍ତ ନକରାତ୍ମକ ଉର୍ଜା ର ସମାପ୍ତ ହୋଇ ଯାଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *