ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ସରକାର କଲେ ନୂଆ ନିୟମ । ଏଥର ଓଡିଶା ବାହାରୁ ଯେକୌଣସି ରାଜ୍ୟ ରୁ ଆସିଲେ ରହିବାକୁ ହେବ ହୋମ ଆଇସଲେସନ ରେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଵର୍ତମାନ ସମୟରେ କରୋନା ର ଏକ ନୂଆ ଷ୍ଟ୍ରେନ ଆସି ସାରିଲାଣି । 

 

ଯାହା ଫଳରେ ବହୁ ଲୋକ ବର୍ତ୍ତମାନ କରୋନା ଆକ୍ରାନ୍ତ ହେବା ଆରମ୍ଭ ହୋଇଗଲେଣି । ଯାହା ଆମ୍ଭେ ପ୍ରତିଦିନ ଆସୁଥିବା କରୋନା ରିପୋର୍ଟ ରୁ ସ୍ପଷ୍ଟ ଜାଣି ପାରୁଛନ୍ତି । ତେବେ ଏହି ଷ୍ଟ୍ରେନ କୁ ବ୍ୟାପକ ହେବା ପୂର୍ବରୁ ଏହାକୁ କିଭଳି ପ୍ରତିହତ କରି ହେବ ସେ ନେଇ ସମସ୍ତ ରାଜ୍ୟ ର ରାଜ୍ୟ ସରକାର ବର୍ତ୍ତମାନ ସମୟରେ ଚିନ୍ତିତ । ତେବେ ସେଥିପାଇଁ ଆମ୍ଭ ରାଜ୍ୟ ସରକାର ପ୍ରବାସି ଓଡ଼ିଆ ମାନଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖୁଛନ୍ତି । 

 

ତେବେ ଓଡିଶା ସରକାର ପ୍ରବାସୀ ମାନଙ୍କ ପାଇଁ ଏକ ନିୟମ ଲାଗୁ କରିଛନ୍ତି । ତେବେ ସେହି ନିୟମ ଅନୁସାରେ ସମସ୍ତ ପ୍ରବାସି ଯେଉଁମାନେ ଓଡିଶା ବାହାରୁ ଆସୁଛନ୍ତି ସେମାନେ ସର୍ବ ପ୍ରଥମେ ନିଜର କରୋନା ଟେଷ୍ଟ କରିବା ପରେ ୭ ଦିନ ହୋମ ଆଇସୋଲେସନ ରେ ରହିବେ।  ଯାହାକୁ ନେଇ ଅତିରିକ୍ତ ମୁଖ୍ୟ ସଚିବ ରାଜ୍ୟ ସମସ୍ତ ଜିଲ୍ଲା ର ଜିଲାପାଳ ଏବଂ ମୁନ୍ସୀପାଲିଟି ସଚିବ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *