ସରକାର ଙ୍କ ବଡ଼ ନିର୍ଦେଶ ବନ୍ଦ ରହିବ ଏହି ଶ୍ରେଣୀ ରୁ ଏହି ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ଗୃହ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ସ୍କୁଲ ବନ୍ଦ ରହିବା ଉପରେ ସରକାର ଦେଇଥିବା ବଡ଼ ମନ୍ତବ୍ୟ ଉପରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ କରୋନା ର ବର୍ତ୍ତମାନ ଭାରତ ରେ ଏକ ନୂଆ ଷ୍ଟ୍ରେନ ଆରମ୍ଭ ହୋଇ ଗଲାଣି । ଯାହାକୁ ନେଇ ସମସ୍ତ ରାଜ୍ୟ ର ରାଜ୍ୟ ସରକାର ମାନେ ଚିନ୍ତିତ ଏବଂ ବ୍ୟଥିତ ମଧ୍ୟ । ତେବେ ସେମାନଙ୍କ ମଧ୍ୟରୁ କେତେକ ରାଜ୍ୟ ତାଙ୍କ ନିଜ ରାଜ୍ୟ ରେ ଲକଡାଉନ ମଧ୍ୟ ଜାରି କରିସାରିଛନ୍ତି । ତେବେ କେତେକ ରାଜ୍ୟ ବିଶେଷ କରି ମହାରାଷ୍ଟ୍ର ,ଗୁଜୁରାଟ ଏବଂ ଦିଲ୍ଲୀ ର ସମସ୍ତ ବିଦ୍ୟାଳୟ କୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି। 

 ତେବେ ଏହି ବର୍ଦ୍ଧିତ କରନା କୁ ଦୃଷ୍ଟି ଆଗରେ ରଖି ଓଡିଶା ସରକାର ସମସ୍ତ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବ । ଯାହାକୁ ନେଇ ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ବର୍ତ୍ତମାନ ରାଜ୍ୟ ରେ ନବମ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସମସ୍ତ କ୍ଲାସ ଚାଲୁ ରହିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *