ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ସହ ରାତି ୨ ଟା ରେ ଏଭଳି କଣ ଘଟିଲା ଯାହା ପାଇଁ ସେ ବିଷ ପିଇବା ପାଇଁ କହିଥିଲେ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାତି ୨ ଟା ରେ ରାଣୀ ପଣ୍ଡା ଙ୍କ ସହ କଣ ଏବି ଘଟଣା ଘଟିଛି ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଅର୍ଧ ରାତ୍ରି ରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ କରିଥିବା ପୋଷ୍ଟ କୁ ନେଇ ବର୍ତ୍ତମାନ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି । ତେବେ ସେ ଲେଖିଛନ୍ତି ମୁଁ ଗୋଟେ ଵୋକି ଝିଅ ମୁଁ ସବୁବେଳେ ଜାଣି ଶୁଣି ଭୁଲ କରେ। ଆହୁରି ମଧ୍ୟ ଲେଖିଛନ୍ତି ମୁଁ ଯୋଉ ଡାଳ ରେ ହାତ ଦେଉଛି ସେ ଡାଳ ଟି ଭାଙ୍ଗିଯାଉଛି ମୋ ସ୍ୱପ୍ନ ସବୁ ଅଧାରେ ରହିଯାଉଛି।

 

ସେ ମଧ୍ୟ ଲେଖିଛନ୍ତି ମୁଁ ବହୁତ ଅପମାନ ଆଉ ନିନ୍ଦା ପାଉଛି। କେତେ ସଂଘର୍ଷ କଲି ନିଜ ଭଲ ପାଇବା କୁ ପାଇବା ଆଶାରେ ବଞ୍ଚିଲି . କିନ୍ତୁ କିଛି ପାଇପାରିଲିନି ମୁଁ ହାରି ଗଲି ଆଉ ବଞ୍ଚିକି ଲାଭ ନାହିଁ ।ଭଗବାନ ଯଦି ଚାହୁଁଛନ୍ତି ମୁଁ ମରି ଗଲେ ଭଲ ହେବ ଠିକ ଅଛି ରାଣୀ ଏହି ଲେଖାରେ ଆହୁରି ମଧ୍ୟ କହିଛନ୍ତି ମୁଁ ବଞ୍ଚିକି କିଛି ଲାଭ ନାହିଁ।ସେ ଭଗବାନ ଙ୍କୁ କହିଛନ୍ତି ଭଗବାନ ମୁଁ ମରି ଗଲେ ଯଦି ଭଲ ହେବ ତାହାଲେ ତୁମେ ମୋତେ ତୁମ ପାଖକୁ ନେଇଯାଅ ।

 

ତେବେ ସେ ଓଡିଶା ବାସି ଙ୍କ ପାଇଁ କହିଛନ୍ତି କି ଯଦି ମୁଁ ମରିଯାଏ ଟେବେ ଓଡିଶା ବାସୀ ଖୁସି ହେବେ ସେଥିପାଇଁ ମୁଁ ବିଷ ପିଇ ଦେବୀ । ତେବେ ଏଭଳି ଚାଞ୍ଚଲ୍ୟ କର ବୟାନ ସବୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିବାର ଦେଖି ରାଣୀ ଙ୍କ ଫ୍ୟାନ ମାନେ ତାଙ୍କୁ ଏଭଳି ନକରିବା ପାଇଁ  କହିଛନ୍ତି ।

 

 ତେବେ କାହିଁକି ରାଣୀ ପଣ୍ଡା ଏଭଳି କରିବେ ବୋଲି ଭାବିଛନ୍ତି । କାରଣ କଣ ହୋଇପାରେ ଭଲ ପାଇବା କୁ ନେଇ ନା ଆଉ କିଛି ତାହା ତ ସମୟ କହିବ । ତେବେ ରାଣୀ ପଣ୍ଡା ବଲିଉଡ ର ଏକ ୱେବ ସିରିଜ ‘ଆୟୁସମାନ ବସ୍ତ୍ରମ ” ର ଶୁଟିଂ କରିବାକୁ ଥିବା ବେଳେ କଣ ହେଲା ତାହା ସମୟ କହିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *