ସମୁଦ୍ର ମଝିରେ ଚାଇନା କୁ ବଡ଼ ଝଟକା । ମୋଦି ଙ୍କ ବୁଦ୍ଧି ରେ ଚାଇନା ଅସ୍ତ ବ୍ୟସ୍ତ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସମୁଦ୍ର ମଝିରେ ଚାଇନା କୁ ଲାଗିଥିବା ବଡ଼ ଝଟକା ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ଆପଣ ମାନଙ୍କୁ କହିଦେବାକୁ ଚାହୁଁଚି ଯେ ବର୍ତ୍ତମାନ ସମୟରେ ପ୍ରତିଦିନ ଭାରତ ର ସୈନ୍ୟ ମୁଖ୍ୟ ମାନେ ଦିନକୁ ଦିନ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛନ୍ତି  । ଯାହାର ଝଟକା ଶତ୍ରୁ ଦେଶ ଚାଇନା ଉପରେ ପଡୁଛି । ତେବେ ବର୍ତ୍ତମାନ ସମୟରେ ଚାଇନା କୁ ସମୁଦ୍ର ପଥ ରେ ଲାଗିଛି ଏକ ବଡ଼ ଝଟକା  ।ତେବେ ଆପଣ ମାନେ ଜାଣିଥିବେ ଯୁଧ୍ୟ ସମୟରେ ସ୍ଥଳ ଭାଗ ଅପେକ୍ଷା ଜଳ ଭାଗ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । 

ତେବେ ବର୍ତ୍ତମାନ ସମୟରେ ଚାଇନା ଅକ୍ତିଆର କରିବାକୁ ଚାହୁଁଥିବା ଦୁଇଟି ଦେଶ ମାଲଦୀପ ଏବଂ ମରିସସ କୁ ଭାରତ ନିଜ ସପକ୍ଷରେ ଆଣି ସାରିଅଛି । ଏହା ସହ ସେମାନ ଙ୍କୁ ଭାରତ ପ୍ରତିଶ୍ରୁତି ଦେଇଛି କି ସେମାନେ ଙ୍କ ସମସ୍ତ ଅସୁବିଧା ସମୟରେ ଭାରତ ସେମାନଙ୍କ ସହ ଛିଡା ହେବ । ଏବଂ ଆବଶ୍ୟକ ପଡ଼ିଲେ ଅସ୍ତ୍ର ଶସ୍ତ୍ର ମଧ୍ୟ ଯୋଗାଇ ଦେବ ।ଯାହା ଜାଣିବା ପରେ ଚାଇନା କୁ ବଡ଼ ଝଟକା ଲାଗିବା ସହିତ ଚାଇନା ଉପରେ ଏହାର ବିପଦ ଅଧିକ ପଡିବ ବୋଲି ଚାଇନା ଜାଣି ସାରିଲାଣି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *