ମୋବାଇଲ ରେ X ଭିଡ଼ିଓ ଦେଖିଲେ ଘରେ ପହଁଚିଯିବେ ଏବେ ପୋଲିସ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ମୋବାଇଲ ରେ ପର୍ଣ୍ଣ ଦେଖୁଥିବା ଲୋକ ଙ୍କୁ ପୋଲିସ କରାଇ ଦେଉଛି ସତର୍କ ନହେଲେ ଘରୁ ଆସି ନେଇ ଯାଇ ପାରନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 ତେବେ ବର୍ତ୍ତମାନ ବିଶ୍ୱ ସ୍ତରରେ ହୋଇଥିବା ଏକ ରୋପୋର୍ଟ ଅନୁସାରେ ଭାରତ ରେ ସବୁଠାରୁ ଅଧିକ ଲୋକ ମାନେ  ପର୍ଣ୍ଣ  ଦେଖିଥାନ୍ତି । ଏହା ଛଡା ଏହା ପାଖା ପାଖି ପ୍ରତିଦିନ ୫୦-୬୦ ଲକ୍ଷ ଲୋକ ମାନେ ପର୍ଣ୍ଣ ୱେବ ସାଇଟ ସର୍ଚ୍ଚ କରିଥାନ୍ତି । ସେଥିପାଇଁ ଭାରତ ସରକାର ବିଭିନ୍ନ ପର୍ଣ୍ଣ ୱେବ ସାଇଟ କୁ ଭାରତ ରେ ବ୍ୟାନ କରି ଦେଇଛନ୍ତି । ଏହା ଛଡା ଲୋକ ମାନେ ପର୍ଣ୍ଣ ଦେଖି ଶରୀର ଉତେଜିତ କରୁଛନ୍ତି । ଯାହା ଫଳରେ ସେମାନେ ନାରୀ ଦୁଷ୍କର୍ମ କରିବାକୁ ପଛାଉ ନାହାନ୍ତି । 

ତେବେ ଏଭଳି ଏକ ନିୟମ ଲାଗୁ କରାଇଛନ୍ତି ଉତ୍ତର ପ୍ରଦେଶ ପୋଲିସ । ଯଦି କେହି ମୋବାଇଲ ରେ ପର୍ଣ୍ଣ ୱେବ ସାଇଟ ସର୍ଚ୍ଚ କରିଥାନ୍ତି । ତେବେ ସେମାନଙ୍କୁ ଏକ ମେସେଜ ପଠାଇବି ୟୁପି ପୋଲିସ ଯଦି ଆପଣ ଏହା ପରେ ବି ପର୍ଣ୍ଣ ଦେଖିବାକୁ ଲାଗନ୍ତି ତେବେ ଆପଣଙ୍କ ଘରକୁ ଆସି କରାଇ ଦିଆଯିବ ସତର୍କ  । ତେବେ ଏହା ୟୁପି ର ୬ ଟି ଯିଲଲ ରେ ଲାଗୁ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ରାଜ୍ୟ ରେ ଲାଗୁ ହେବ ବୋଲି କହିଛନ୍ତି କମିଶନରେଟ ପୋଲିସ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *