ନନ୍ଦନ କାନନ ରେ ଲାଗିଲା ନିଆଁ । ଦେଖନ୍ତୁ ପଶୁ ପକ୍ଷୀ ଙ୍କ ଅବସ୍ଥା କେମିତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ନନ୍ଦନ କାନନ ରେ ଲାଗିଲା ନିଆଁ ଏଵଂ ଏହାର କାରଣ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଓଡିଶା  ତଥା ସାରା ଭାରତ ରେ ପ୍ରସିଦ୍ଧ ଯିବ ଜନ୍ତୁ ମାନଙ୍କ ସଂରକ୍ଷଣ ସ୍ଥାନ ଭାବରେ ପରିଚିତ ନନ୍ଦନ କାନନ । ତେବେ ସେଠାରେ ଏକ ଭୟା ବହ ଅଗ୍ନିକାଣ୍ଡ ଲାଗିଛି । ତେବେ ଏହି ଅଗ୍ନିକାଣ୍ଡ ନନ୍ଦନ କାନନ ର ବଟାନିକାଲ ଗାର୍ଡେନ ରେ ଲାଗିଥିବା ବେଳେ । ଏହି ନିଆ ବର୍ତ୍ତମାନ ୨ ଏକର ରୁ ଅଧିକ ସ୍ଥାନ ପର୍ଯ୍ୟନ୍ତ ପରିବ୍ୟାପ୍ତ ।

 

ତେବେ ଏହି ନିଆଁ କୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ବହୁ ଚେଷ୍ଟା କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସଫଳତା ପାଇଁ ପାରି ନାହାନ୍ତି । ତେବେ ଏହା ଯୋଗୁ ବହୁ ପଶୁ ପକ୍ଷୀ ହନ୍ତ ସନ୍ତ ହେବା ସହ ସେମାନଙ୍କ ରକ୍ଷଣା ବେକ୍ଷନ ପାଇଁ ଏକ ଜରୁରୀ ବୈଠକ ବସା ଯାଇ ସେମନଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରାଯାଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *