ଘର ବାଡ଼ିରେ କଦଳି ଗଛ ଥିଲେ ହୋଇ ଯାଆନ୍ତୁ ସାବଧାନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କଦଳୀ ଗଛ ଲଗାଇବାର ସଠିକ ନିୟମ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନଙ୍କୁ ଜଣାଇଦେବାକୁ ଚାହେଁ ଯେ କଦଳୀ ଗଛ ଏକ ଅତ୍ୟନ୍ତ ଶୁଭ ଗଛ । ଏହା ଘର ପାଖରେ ରହିଲେ ନକରାତ୍ମକ ଉର୍ଜା ଦୂର ହେବା ସହ ସକରାତ୍ମକ ଉର୍ଜା ର ପ୍ରବେଶ ହୁଏ । ସେଥିପାଇଁ ସମସ୍ତ ପୂଜା କର୍ମ ତଥା ସମସ୍ତ ଶୁଭ କାର୍ଯ୍ୟରେ ଘର ର ସାମ୍ନା ରେ କଦଳୀ ଗଛ ପୋତା ଯାଇଥାଏ  ତେବେ କଦଳୀ ଗଛ ଘରେ ଲାଗାଈ ବାର ବିଭିନ୍ନ ନିୟମ ରହିଥାଏ । ତେବେ ଏହି ଗଛ କୁ ସଦା ସର୍ବଦା ଘର ର ମୁରବି ଲଗାଇବା କଥା ।

 

 ଏହି ଗଛ କୁ ଘର ର ଉତ୍ତର ପାଖରେ ଲଗାଇବା ଭଲ । ଏହାର କାରଣ ଘର ର ଉତ୍ତର ଦିଶା ଟି ନକରାତ୍ମକ୍ ଉର୍ଜା ର କେନ୍ଦ୍ର ବିନ୍ଦୁ । ତେବେ କଦଳୀ ହେଉଛି ହନୁମାନଙ୍କ ଅତି ପ୍ରିୟ ସେଥିପାଇଁ ଘର ର ଉତ୍ତର ଦିଶା ରେ ଲଗାଇଲେ । ଏହି ଗଛ ରେ ହନୁମାନ ଵାସ କରିବେ । ଯାହା ଫଳରେ ସମସ୍ତ ନକରାତ୍ମକ ଉର୍ଜା କୁ ହନୁମାନ ବାନ୍ଧି ରଖିବେ । ତେବେ ଏହା ର ପତ୍ର କୁ କିମ୍ବା ଅଯଥା ରେ ଗଛ କୁ ଉପାଡନ୍ତୁ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *