ବର୍ଷା ମାଗିଲେ ଲୋକମାନଙ୍କ ସପୋର୍ଟ । ଜାଣନ୍ତୁ କାରଣ କଣ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ର ସୁପର ଷ୍ଟାର ବର୍ଷା ନୂଆ କରି ଆରମ୍ଭ କରିଥିବା ଏକ ସଂସ୍ଥା ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଓଲିଉଡ କୁଇନ ବର୍ଷା ପ୍ରିୟ ଦର୍ଶୀନି ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ସେ ବର୍ତ୍ତମାନ ସୋସିଆଲ ୱାର୍କ କରିବାଆରେ ମନ ବଳାଇବା ସହିତ ବୋହୁ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି । ତେବେ ସେ ବର୍ତ୍ତମାନ ଏକ ନୂତନ ସ୍କିମ ଆରମ୍ଭ କରିଛନ୍ତି ଯାହାର ନାମ ରହିଛି “ଆମ ପାଠାଗାର” । ତେବେ ଏହା ସାହାଯ୍ୟରେ ତାଙ୍କର ଏକ ମୁଖ୍ୟ ଚିନ୍ତାଧାର ରହିଛି । 

 

ତେବେ ତାଙ୍କର ଏହି ମହାନ ଚିନ୍ତାଧାରା ସତରେ କେତେ ମହାନ । ତେବେ ସେ ଏହି ସ୍କିମ ସାହାଯ୍ୟ ରେ ଯେଉଁ ପିଲା ମାନେ ପାଠ ପଢିବା ପାଇଁ ଇଛୁକ କିନ୍ତୁ ସେମାନଙ୍କ ପାଖରେ ବହି ଖାତା ନାହିଁ ସେମାନଙ୍କୁ ଏହି ସ୍କିମ ବହୁ ପରିମାଣରେ ସାହାଯ୍ୟ କରିବ । ତେବେ ଏହି ସ୍କିମ ଜରିଆରେ ଯେଉଁ ମାନେ ନିଜର ବହି ମଧ୍ୟ ଦାନ କରିବା ପାଇଁ ଚାହିଁବେ ସେମାନେ ମଧ୍ୟ ଦାନ କରି ପାରିବେ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *