ବେଲଗଛ କୁ ଘରର କେଉଁଠି ରହିଲେ ହୋଇଥାଏ ଧନ ର ବର୍ଷା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ବେଲଗଛ କୁ ଘରେ ଏହି ସବୁ ସ୍ଥାନରେ ରଖିବା ସହ ଏହାକୁ ନେଇ କରାଯାଉଥିବା ଏକ ଉପାୟ  ଯାହା ଦ୍ୱାରା ଘରେ ଧନ ପ୍ରାପ୍ତି ହକିଥାଏ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ବେଳ ଗଛ ବିଷୟରେ ଜଣିଥିବେ ତେବେ ଏହି ଗଛ ଏକ ଚମତ୍କାରି ଗଛ । ଏହି ଗଛରେ ଭଗବାନ ଶିବ ଏବଂ ମାତା ପାର୍ବତୀ  ବାସ କରିଥାନ୍ତି ।ଏହି ଗଛର ର ତ୍ରିଶାଖା ପତ୍ର ରେ ଯଥାକ୍ରମେ ଶିବ,ପାର୍ବତୀ ଵାସ କରନ୍ତି ଯାହା ପୁରାଣ ବର୍ଣ୍ଣିତ । ତେବେ ଯଦି ଆପଣଙ୍କ ର କିଛି ଧନ ସମ୍ଭନ୍ଧୀୟ କିଛି ଅସୁବିଧା ଥାଏ ତେବେ ଆପଣ ଏହାକୁ ବ୍ୟବହାର କରି ସମସ୍ତ ସମସ୍ୟା ରୁ ମୁକ୍ତି ପାଇଁ ପାରିବେ । 

 

ତେବେ ଆପଣ ସର୍ବ ପ୍ରଥମେ ବେଳ ଗଛ ର ଏକ ଛୋଟ ଡାଳ କୁ ଆଣିବେ ଏହା ପରେ ଆପଣ ଏହି ଡାଳ କୁ ସୋମବାର ଦିନ ଦେଖିବେ । ସେହିଦିନ ଆପଣ ଏହି ଡାଳ କୁ ଆଣି ପୂଜା କରିବା ସହ ଏହାକୁ ମଙ୍ଗଳବାର ଦିନ ଏକ କଲା ସୁତା ରେ ଏକ ତାବିଜ ମଧ୍ୟରେ ପୁରାଇ ଗଳା ରେ ଧାରଣ କରନ୍ତୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏହା ଛଡା ଏହି ଗଛକୁ ଘର ପାଖରେ ଲଗାନ୍ତୁ । ଏବଂ ପ୍ରତିଦିନ ଶିବ ଙ୍କୁ ଆରାଧନା କରି ଏହି ଗଛ ମୂଳେ ପାଣି ଦିଅନ୍ତୁ  ।ଦେଖିବେ ଧନ ସମ୍ବଧିୟ ସମସ୍ତ କାମନା ପୂର୍ଣ୍ଣ ହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *