ଦେଖନ୍ତୁ ଓଡ଼ିଆ ହିରୋଇନ ମାନେ କିଭଳି ଭାବେ ସରସ୍ୱତୀ ପୂଜା କୁ ସେଲିବ୍ରେସନ କଲେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ହିରୋଇନ ମାନେ କିଭଳି ସରସ୍ୱତୀ ପୂଜା କୁ ସେଲିବ୍ରେସନ କଲେ ସେ ସମ୍ପର୍କରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ ମାନେ ଜାଣିଛନ୍ତି ବସନ୍ତ ପଞ୍ଚମୀ ରେ ହୋଇଥିବା ସରସ୍ୱତୀ ପୂଜା କେତେ ପବିତ୍ର । ଏହି ଦିନରେ ପୁରାଣ ପ୍ରଥା ଅନୁସାରେ ମା ବାଗ ଦେବୀ ଧରା ପୃଷ୍ଠ କୁ ଅଵତରଣ କରନ୍ତି । ଏହି ଦିନ ମା ଙ୍କ ପୂଜା ରେ ଯଦି ଆପଣ ମାନେ ନିଷ୍ଠାର ସହ ରହି ପୂଜା କରିବେ ତେବେ ଆପଣଙ୍କୁ ମା ଙ୍କ ଆଶ୍ରିବାଦ ପ୍ରାପ୍ତ ହୋଇଥାଏ । ତେବେ ଆହୁରି ମଧ୍ୟ ମା ହେଲା ବିଭିନ୍ନ କଳା ର ଦେବତା ।

 

 ମାନେ ଗୀତ,ନାଚ ତଥା ମା ହେଲେ ବାକ୍ୟ ର ଦେବତା ସେଥିପାଇଁ ସମସ୍ତ କଳା ର ଆଧିକାରୀ ହେଉଛନ୍ତି ମା ସରସ୍ଵତୀ । ସେଥିପାଇଁ ସମସ୍ତ କଳାକାର ମାନେ ମାଙ୍କୁ ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ । ତେବେ ସେଥିପାଇଁ ଓଲିଉଡ ଇଣ୍ଡଷ୍ଟ୍ରି ର ସମସ୍ତ କଳାକାର ମାନେ ଯେଭଳି ଝିଲିକ,ଭୂମିକା,ସିବାନି,ଶୀତଲ ଭଳି ଅନେକ ହିରୋଇନ ମାନେ ସରସ୍ୱତୀ ପୂଜା କୁ ଖୁବ ଧୁମ ଧାମ ରେ ପାଳନ କରିଛନ୍ତି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *