ଘଟିଲା ଭୟଙ୍କର ଦୁର୍ଘଟଣା । ଯାତ୍ରୀବାହୀ ବସ ଖସିଗଲା କେନାଲକୁ । ଏହାପରେ ଯାହା ହେଲା ଆପଣ ବିଶ୍ୱାସ କରିପାରିବେନି…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆଜି ଘଟିଥିବା ଭୟଙ୍କର ଦୁର୍ଘଟଣା ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ଆଜି ମଧ୍ୟପ୍ରଦେଶ ରେ ଘଟି ଯାଇଛି ଏକ ବଡ଼ ବସ ଦୁର୍ଘଟଣା । ତେବେ ବସ ଟି ଖସିପିଡ଼ିଛି ବିନାସାଗର କେନାଲରେ । ତେବେ ଏହି କେନାଲ ଟି ଅଧିକ ଗଭୀର । ତେବେ ଏହି କେନାଲ ରେ ବସ ଖସିବା ପରେ ଡ୍ରାଇଭର ସୁରକ୍ଷିତ ଭାବେ ପହଁରି ଫେରି ଆସିଛି । ତେବେ ବସ ରେ ୬୦ ଜଣ ଯାତ୍ରୀ ନେଇ ଯାଉଥିବା ବେଳେ ସେଥି ମଧରୁ ୩୫ ଜଣ ଯାତ୍ରୀ ଙ୍କ ପୃତ ଦେହ ମିଳିଥିବା ବେଳେ ବର୍ତ୍ତମାନ ବି  ବହୁ ଯାତ୍ରୀ ନିଖୋଜ ଅଛନ୍ତି । 

ତେବେ ଏହି ବସ ଟି ଆଜି ନିୟମିତ ରାସ୍ତା ଛାଡି ଅନ୍ୟ ରାସ୍ତା ରେ ଯାଉଥିଲା । ଯାହା ମାର୍କେଟ ଠାରୁ ଏହା ୭ କିମି ଅଧିକ ରାସ୍ତା ଅତିକ୍ରମ କରି ଯିବା ପାଇଁ ଭାବିଥିଲା । ଡ୍ରାଇଭର ତେବେ ଗଲା ବାଟରେ ଏକ ଖାଲ ରେ ପଡି ଗାଡିର ଚକା ବୁଲିଯାଇଥିଲା ସେହି କେନାଲ ଆଡ଼କୁ । ତେବେ ଯାହା ଫଳରେ ଘଟିଥିଲା ଏହି ବଡ଼ ଦୁର୍ଘଟଣା  । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *