ସ୍କୁଲ ଖୋଲିବା ସରକାର ଙ୍କୁ ପଡିଲା ମହଙ୍ଗା । ସ୍କୁଲ ଖୋଲୁ ଖୋଲୁ ବଢ଼ିଲା କରୋନା ।ପୁଣି ବନ୍ଦ ହେବ ସମସ୍ତ ସ୍କୁଲ ଏବଂ କଲେଜ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ସ୍କୁଲ ଖୋଲିବା ସରକାରଙ୍କୁ ପଡ଼ିଲା ମହଙ୍ଗା ଏବଂ ସ୍କୁଲ ପିଲା କିଭଳି ଭାବେ ହେଲେ କରୋନା ପିଜେଟିଭ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ସମୟରେ ଭାରତ ରେ ପାଖା ପାଖି ସଵୁ ସ୍ଥାନରେ ଦଶମ ଦ୍ୱାଦଶ ର ଦୁତୀୟ ବାର୍ଷିକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଖୋଲା   ଗଲାଣି । ତେବେ ଏହା ପରେ ବର୍ତ୍ତମାନ ସରକାର ପ୍ରାଥମିକ ସ୍କୁଲ ଗୁଡିକୁ ଖୋଲିବାକୁ ଚିନ୍ତା କରୁଥିବା ବେଳେ କେରଳ ରେ ଏକ ଘଟଣା ଘଟିଛି  । କେରଳ ର ଏକ ଜିଲ୍ଲା ରେ ପ୍ରାଥମିକ ଠାରୁ ଆରମ୍ଭ କରି ସମସ୍ତ ଶ୍ରେଣୀ ପିଲା ମାନଙ୍କ ପାଇଁ ସ୍କୁଲ ଖୋଲା ଯାଇଥିଲା । 

 

ତେବେ ପରବର୍ତ୍ତୀ ସମୟରେ ସେହି ସ୍କୁଲରୁ ୧୭୬ ଛାତ୍ର ଛାତ୍ରୀ ଏବଂ ୪୬ ରୁ ଅଧିଲ ଶିକ୍ଷକ ଙ୍କୁ କରୋନା ପିଜେଟିଭ ଜଣା ପଡିଲା । ତେବେ ଏହାକୁ ନେଇ କେରଳ ସରକାର ସ୍କୁଲ ଗୁଡିକୁ ବନ୍ଦ କରିଦେଲେ । ତେବେ ବର୍ତ୍ତମାନ ଓଡ଼ିଶାରେ ଫେବୃଆରୀ ଶେଷ ସୁଦ୍ଧା ଓଡ଼ିଶାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାନ ଖୋଲିବାକୁ ଅନୁମତି ମିଳିବାର ଅଛି ବୋଲି ଯାହା ଜଣାପଡୁଛି । ତେବେ ସରକାର ଏହାର କଣ ପଦକ୍ଷେପ ନେଉଛନ୍ତି ତାହା କେବଳ ଦେଖିବା କଥା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *