ସତ୍ୟ ଘଟଣା ମାଂସ ଚଢାଇ ଶିବ ଙ୍କୁ ପୂଜା କଲେ…. ତାପରେ କଣ ହେଲା ଜାଣନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ପୌରାଣିକ ବିଷୟ ବସ୍ତୁ ଉପରେ ଯେଉଁଥିରେ କିଭକି ଜଣେ ଭକ୍ତ ମାଂସ ଚଢାଇ ଭଗବାନ ଶିବ ଙ୍କୁ ପୂଜା    କରୁଥିଲା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି ଲୋକ ପ୍ରଥା ଅନୁସାରେ ଏକ ଶିକାରୀ ଯାହାର ନାମ ଥିମନ । ତେବେ ଏହି ଶିକାରୀ ଜଣକ ମହାଦେଵ ଙ୍କ ଜଣେ ବଡ ଭକ୍ତ । ତେବେ ସେ ଯେତେବେଳେ ଜଙ୍ଗଲ କୁ ଶିକାର ମାରିବାଆକୁ ଆସେ ତେବେ ସେ ଏକ ଶିବ ମୂର୍ତ୍ତି କୁ ଦେଖିଲା । ତେବେ ସେ ଶିବଙ୍କୁ କିଛି ଭୋଗ ଲଗାଇବା କୁ ଚାହିଁଲା ତେବେ ସେ ତା ପାଖରେ ଥିବା ମାଂସ କୁ ଶିବ ଙ୍କ ପାଖରେ ଲାଗାଇଲା ।

 

 ତେବେ ସେହି ଶିବ ଙ୍କୁ ପୂଜା କରୁଥିବା ବ୍ରାହ୍ମଣ ଯେତେବେଳେ ଶିବ ଙ୍କ ପାଖରେ ମାଂସ ଦେଖିଲା ତେବେ ସେ ଆଶ୍ଚର୍ଯ୍ୟ ହେବା ସହ ମନ୍ଦିର କୁ ଶୁଦ୍ଧ କଲେ । ତେବେ ଥିମନ ଯେତେଥର ଶିକାର କରିବାକୁ ଆସିଲା ସେତେଥର ମାଂସ ଭୋଗ ଚଢାଇଲା । ତେବେ ଏହା ଦେଖି ବ୍ରାହ୍ମଣ ଅତିଷ୍ଠ ହେବା ସହ ଶିବ ଙ୍କୁ ଏହାର କାରଣ ପଚାରିଲେ । ତେବେ ଶିବ ବ୍ରାହ୍ମଣ କୁ ଥିମନ ଆସିବା କଥା କହି ଲୁଚିଯିବାକୁ କହିଲେ ।

 

 ତେବେ ଥିମନ ଆସି ଯେତେବେଳେ ଦେଖିଲା ଭଗବାନ ଙ୍କ ଆଖିରୁ ରକ୍ତ ବାହାରୁଚି । ତେବେ ଏହା ଦେଖି ସେ ନିଜ ଅଆଖି କୁ ତାଢ଼ି ଶିବ ଙ୍କୁ ଆର୍ପଣ କଲା । ଏହା ଦେଖି ଶିବ ପ୍ରସନ୍ନ ହୋଇଗଲେ ଏବଂ ଥିମନ ର ଆଖି ତାକୁ ଫେରାଇ ଦେଲେ । ତେବେ ସେହିଦିନ ଠାରୁ ଥିମନ ଭଗବାନ ଶିବ ଙ୍କ ଜଣେ ବଡ ଭକ୍ତ ମଧ୍ୟରେ ଅନ୍ୟତମ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *