ନକଲି ଘିଅ,ଆଚାର ଏବଂ ଟମାଟୋ ସସ ପରେ ବର୍ତ୍ତମାନ ନକଲି ଆଳୁ ଚିପ୍ସ ର ପାଳି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ବର୍ତ୍ତମାନ ସମୟରେ ନକଲି ଘିଅ ,ଆଚାର ଏବଂ ଟମାଟୋ ସସ ପରେ ବର୍ତ୍ତମାନ ମାର୍କେଟ ରେ ମିଳୁଛି ନକଲି ଆଳୁ ଚିପ୍ସ ସେ ବିଷୟରେ କହିବାକୁ ଯାଉଛୁ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ସମୟରେ ନକଲି ଘିଅ ନକଲି ଆଚାର ନକଲି ଟମାଟୋ ସସ ସମସ୍ତ ଜିନିଷ ବର୍ତ୍ତମାନ ନକଲି ମିଳିଲାନି । ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ ମିଳୁଛି ନକଲି ଆଳୁ ଚିପ୍ସ । ତେବେ ଅନୁଗୁଳ ସଦର ମହକୁମା ର ଭଣ୍ଡୁଗର ରେ ଠାବ ହୋଇଛି ନକଲି ଚିପ୍ସ କାରଖାନା ।ତେବେ ଏହାକୁ ପୋଲିସ ଠାବ କରିବାରେ ସହ ମାଲିକ ଙ୍କୁ ଗିରଫ କରିଛି। ଏଠାରେ ପୋଲିସ ନକଲି ଆଳୁ ଚିପ୍ସ ର ସାମଗ୍ରୀ କେମିକାଲ ଏବଂ ନକଲି ଆଳୁ ଚିପ୍ସ ର  ଜରି ମଧ୍ୟ ଜବତ କରିଛି ଅନୁଗୁଳ ପୋଲିସ ।

 

ତେବେ ବର୍ତ୍ତମାନ ଓଡ଼ିଶାର ଲୋକ ମାନେ ସାବଧାନ ହୋଇଯିବା କଥା । ବାହାର ର କୌଣସି ଜିନିଷ ବର୍ତ୍ତମାନ ସମୟରେ ପିଲାଙ୍କୁ ଦେବା କଥା ନୁହେଁ । ତେବେ ବର୍ତ୍ତମାନ ସମୟରେ ବାହାର ଜିନିଷ ଯେଉଁ ଗୁଡିକ ଗ୍ୟାସ ମାଧ୍ୟମରେ ପ୍ୟାକ କରାଯାଉଛି ନଖାଇବା ତଥା ପିଲା ମାନଙ୍କୁ ନଦେବା ପାଇଁ କମିଶନର ପୋଲିସ ପକ୍ଷରୁ ଏକ ଭିଡ଼ିଓ ବାର୍ତା ଜାରି କରାଯାଇଛି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *