କଣ ଆପଣ ଜାଣିଛନ୍ତି ନବୀନ ପଟ୍ଟନାୟକ କେଉଁ ଫିଲ୍ମ୍ ରେ ଅଭିନୟ କରିଛନ୍ତି …

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। କଣ ଆପଣ ଜାଣିଛନ୍ତି ନବୀନ ପଟ୍ଟନାୟକ କେଉଁ ଫିଲ୍ମ୍ ରେ ଅଭିନୟ କରିଛନ୍ତି । ଯଦି ଜାଣିନାହାନ୍ତି ତେବେ ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

ଆପଣ ମାନେ ଜାଣିଥିବେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଅପରାଜିତ ନେତା ଯିଏ କି ୨୦ ବର୍ଷ ହେବ ଓଡ଼ିଶା ରେ ଶାସନ କରିଆସୁଛନ୍ତି । କଣ ଆପଣ ନବୀନ ପଟ୍ଟନାୟକ ଙ୍କୁ ଦେଖିଲେ ଜାଣିପାରୁଛନ୍ତି ସେ କୌଣସି ଫିଲ୍ମ୍ ଅଭିନୟ କରିଛନ୍ତି ବୋଲି । ଆଜ୍ଞା ସତ କଥା ହେଲା ସେ ଫିଲ୍ମ୍ ରେ ଅଭିନୟ କରୁଛନ୍ତି ବୋଲି । ତେବେ ଆସନ୍ତୁ ଜାଣିବା କେଉଁ ଫିଲ୍ମ୍ ରେ ଅଭିନୟ କରିଛନ୍ତି ।

ନବୀନ ପଟ୍ଟନାୟକ ଙ୍କ ର ଆମେରିକା ର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ଙ୍କ ପତ୍ନୀ ଜାକ୍ଲିନ୍ କେନେଡ଼ି ଙ୍କ ସହ କଣ ସମ୍ପର୍କ ରହିଛି । ନବୀନ କାହିକି ବିବାହ କରିନାହାନ୍ତି ।୧୯୮୮ ମସିହା ରେ ନବୀନ ପଟ୍ଟନାୟକ କେଉଁ ଫିଲ୍ମ୍ ରେ ଅଭିନୟ କରିଛନ୍ତି। 

ନବୀନ ଙ୍କ ର ରାଜନୀତି ପାଇଁ ଆଗ୍ରହ ନଥିଲା ସେତେବେଳେ ଅଧିକାଂଶ ସମୟରେ ବହୁ ଲେଖି ଥାନ୍ତି । କିନ୍ତୁ ପିତା ବିଜୁ ବାବୁ ଙ୍କ ମୃତ୍ୟୁ ପରେ ସେ ଲୋକଙ୍କ ଅନୁରୁଦ୍ଧ ରକ୍ଷା କରି ରାଜନୀତି ରେ ପ୍ରବେଶ କରିଥିଲେ । ୧୯୮୮ ରେ ଈଂରଜି ଚଳଚ୍ଚିତ୍ର THE DECEIVERS  ରେ ଆସିଥିବା ଏହି ଫିଲ୍ମ୍ ରେ ଗୋଟେ ଛୋଟ ରୋଲ୍ ପାଇଁ ନବୀନ ଅଭିନୟ କରିଥିଲେ । ଯୁବ ଅବସ୍ଥା ରେ ସେ ବହୁତ୍ ଆଧୁନିକ ଥିଲେ ଏବଂ ସେ ମଉଜ ମଜହ୍ଲିସ୍ ରେ ରହିବାକୁ ପସନ୍ଦ କରୁଥିଲେ । ନବୀନ ଙ୍କ ଦୁଇଟି ବହି ର ସମ୍ପାଦନା କରିଥିଲେ ଜାକ୍ଲିନ୍ କେନେଡ଼ି ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *