ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାର ଗ୍ରାହକ ମାନଙ୍କ ପାଇଁ ଆରମ୍ଭ କଲା ନୂଆ ନିୟମ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାର ଗ୍ରାହକ ମାନଙ୍କ ପାଇଁ ଆରମ୍ଭ କଲା ନୂଆ ନିୟମ । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ଙ୍କ ସହ ଅନେକ ଥର ଏମିତି ଘଟିଥିବ atm ରୁ ଟଙ୍କା ଉଠାଇବାକୁ ଯାଇଥିବେ କିନ୍ତୁ ଆପଣ ଙ୍କ ବ୍ୟାଙ୍କ୍ ରେ କମ୍ ଟଙ୍କା ଥିବାରୁ ଟଙ୍କା ଓଠିନଥିବ । ବର୍ତମାନ ପର୍ଯ୍ୟନ୍ତ ଏହି ଭୁଲ କୁ ଛଡା ଯାଉଥିଲା। କିନ୍ତୁ ଏବେ ଯଦି ବ୍ୟାଙ୍କ୍ ଖାତା ରେ ଟଙ୍କା ନାହିଁ ଆପଣ atm ରୁ ନଗଦ ଟଙ୍କା ଉଠାଇବା ପାଇଁ ପ୍ରୟାସ କରୁଛନ୍ତି ସେହି କ୍ଷେତ୍ର ରେ ଆପଣ ଙ୍କୁ ଜରିମାନା ଦେବାକୁ ପଡ଼ିବ।

 

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ନୂଆ ନିୟମ କଣ ରହିଛି ଆସନ୍ତୁ ଜାଣିବା ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ନୂତନ ନିୟମ ଅନୁସାରେ ଆପଣ ଙ୍କ ବ୍ୟାଙ୍କ୍ ଖାତା ରେ ଯେତେ ଟଙ୍କା ଅଛି ତାହା ଠୁ ଯଦି ଅଧିକ atm ମାଧ୍ୟମ ରେ ଉଠାଉଛନ୍ତି ତେବେ ତେବେ ଆପଣ ଙ୍କୁ ୨୦ ଟଙ୍କା ସହ GST ଜରିମାନା ଦେବାକୁ ପଡ଼ିବ । ଯଦି ବ୍ୟାଙ୍କ୍ ତରଫରୁ କିଛି ଭୋଲ ହେଇଥାଏ ତେବେ ବ୍ୟାଙ୍କ୍ କୌଣସି ଜରିମାନା ନବ ନାହିଁ ।

 

 ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *