ସରକାର ଘୋଷଣା କରିଛନ୍ତି LPG ଗ୍ୟାସ୍ ସହ ୧୬୦୦ ଟଙ୍କା ପାଇବାରିବା…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ମାଗଣା ରେ LPG ଗ୍ୟାସ୍ ପାଇବାସହ ୧୬୦୦ ଟଙ୍କା ମିଳିବ। ତେବେ ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ଜାଣିଥିବେ ବଜେଟ୍ ରେ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଉଜ୍ଜଳା ଗ୍ୟାସ୍ ମାଧ୍ୟମ ରେ ଏକ କୋଟି ଗ୍ୟାସ୍ ବଣ୍ଟନ କରିବାକୁ ଯୋଜନା ରଖିଛନ୍ତି । ଅର୍ଥ ମନ୍ତ୍ରୀ କହିଛନ୍ତି ମାଗଣା ରୋଷେଇ ଗ୍ୟାସ୍ LPG ମାଧ୍ୟମ ରେ ବିସ୍ତାର କରାଯିବ ଏବଂ ଏକ କୋଟି ହିତାଧିକାରୀ ଙ୍କୁ ଏଥିରେ ଉପଭୋକ୍ତା କରାଯିବ ।

 

ଉଜ୍ଜଲା ଯୋଜନା ୨୦୧୧ ଜନଗଣନା ଅନୁସାରେ ଯେଉଁ ପରିବାର BPL ବର୍ଗ ରେ ଆସୁଛନ୍ତି ସେମାନେ ଯୋଜନା ର ଲାଭ ନେଇପାରିବେ । ଖୁବ୍ ଶୀଘ୍ର ଏକ କୋଟି ମହିଳା ଉଜ୍ଜଲା ଯୋଜନା ରେ ଫାଇଦା ଓଠାଇପାରିବେ। ପ୍ରଧାନମନ୍ତ୍ରୀ ଉଜ୍ଜଲା ଯୋଜନା ମାଧ୍ୟମ ରେ ସରକାର ଗରିବ ସୀମାରେଖା ତଳେ ଥିବା ଲୋକ ମାନଙ୍କୁ LPG ଗ୍ୟାସ୍ କନେକ୍ସନ୍ ଦେଉଛନ୍ତି ।

 

ତେବେ ଏହି ଯୋଜନା ରେ ଫ୍ରୀ ରେ ୮ କୋଟି ଲୋକଙ୍କୁ ଅନ୍ତର୍ଭୂକ୍ତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତାହା ସହ ସରକାର ଲୋକ ମାନଙ୍କୁ ଗ୍ୟାସ୍ ସହ ୧୬୦୦ ଟଙ୍କା ର ଅର୍ଥ ଦେବେ । ସେହି ଅର୍ଥ ରେ ଜଣେ ଵେକ୍ତି ଚୋଲା , ଏବଂ ପ୍ରଥମ ଗ୍ୟାସ୍ ସିଲିଣ୍ଡର୍ ଭରିବାକୁ ପଡ଼ିବ ।

 

ଏଥି ପାଇଁ କେମିତି ଆବେଦନ କରିବେ । ଆଜିକାଲି ଗ୍ରାମ ରେ ଅନେକ ମହିଳା କାଠ ବ୍ୟବହାର କରୁଛନ୍ତି । କିନ୍ତୁ BPL ଗ୍ୟାସ୍ କାନେକ୍ସନ୍ ପାଇଁ BPL ସୀମାରେଖା ତଳେ ଥିବା ବେକ୍ତି୤ ଘରର ର ମହିଳା ମାନେ ନେଇ ପାରିବେ । ଏଥି ପାଇଁ ଆପଣ ଙ୍କ ଅଞ୍ଚଳ ରେ ଥିବା ଗ୍ୟାସ୍ ଅଫିସ ରେ ଆବଶ୍ୟକ କାଗଜ ପତ୍ର ଯାହା ରେସନ୍ କାର୍ଡ , ଆଧାର କାର୍ଡ ,ବେଙ୍କ ବହି ଏବଂ ଫୋଟୋ ନେଇ ଆବେଦନ କରି ପାରିବେ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *