SSC ତରଫରୁ ୮୦୦୦ ସିଟ ପାଇଁ ବାହାରିଲା ନିଯୁକ୍ତି ସୁଯୋଗ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ SSC ତରଫରୁ ୮୦୦୦ ସିଟ ପାଇଁ ବାହାରିଲା ନିଯୁକ୍ତି ସୁଯୋଗ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ ଯେଉଁଥିରେ ୮ ହଜାର ପିଲା ଏକ ସାଙ୍ଗରେ ନିଯୁକ୍ତି ପାଇ ପାରିବେ । ତେବେ ଯଦି ଆପଣ କେବଳ ଦଶମ ପାସ ହୋଇଥିବେ ତେବେ ଆପଣ ଏହି ନିଯୁକ୍ତି ପାଇଁ ଆବେଦନ କରି ପାରିବେ । ତେବେ ଆପଣ ଆବେଦନ କରିବା ପାଇଁ ହେଲେ ନିଜ ମୋବାଇଲ ରେ ssc ର ୱେବ ସାଇଟ କୁ ଯାଇ ଆପଣ ଯଦି ସାଧାରଣ ବର୍ଗ ର ହୋଇଥିବେ ତେବେ ୧୦୦ ଟଙ୍କା ଦେଇ ଯଦି sc କିମ୍ବା st ଶ୍ରେଣୀ ର ହୋଇଥିବେ ତେବେ ମାଗଣା ଆବେଦନ କରି ପାରିବେ । 

 

ତେବେ ଏହି ଚାକିରୀ ରେ ମାସକୁ ଆପଣଙ୍କୁ ୫୨୦୦ ରୁ ୨୦୨୦୦ ଟଙ୍କା ପର୍ଯ୍ୟନ୍ତ ମିଳି ପାରିବ । ତେବେ ଏହା ପାଇଁ ଆପଣଙ୍କୁ ଫର୍ମ ଫିଲପ କରି ସାରିବା ପରେ ଆପଣଙ୍କୁ ଏକ ଏଣ୍ଟ୍ରାନ୍ସ ପାସ କରିବାକୁ   ପଡିବ । ଯାହା ଫଳରେ ଆପଣ ଏହି ଚାକିରୀ ପାଇଁ ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *