ବାହାଘର ର ୫ ବର୍ଷ ପରେ ନଜର ଆସିଲେ ପ୍ରିୟା ଏମିତି ଲୁକରେ….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ବାହାଘର ର ୫ ବର୍ଷ ପରେ କିଭଳି ଭାବେ ପ୍ରିୟା ପୁଣି ଥରେ ଓଡ଼ିଆ ଫିଲ୍ମ ରେ ଅଭିନୟ କରୁଛନ୍ତି । ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ପ୍ରିୟା ଚୌଧୁରୀ ୨୫ ଜୁଲାଇ ୧୯୮୯ ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ସେ ଛୁଆ ବେଳୁ ଆକ୍ଟିଙ୍ଗ କରିବାକୁ ଇଚ୍ଛା ଆଉ ପ୍ରଚେଷ୍ଟା ଆଜି ଓଲିଉଡ ଇଣ୍ଡଷ୍ଟ୍ରି ରେ ଏକ ସ୍ଥାନ ତିଆରି କରିପାରିଛନ୍ତି । ତେବେ ପ୍ରିୟା “ଡ୍ରିମ ଗାର୍ଲ” ରେ ସବ୍ୟସାଚୀ ଙ୍କ ସହିତ ଆରମ୍ଭ କରିଥିଲେ ନିଜର କ୍ୟାରିଅର । 

 

ତେବେ ହାଇଦ୍ରାବାଦ ର ଜଣେ ସଫ୍ଟୱେର ଇଞ୍ଜିନିୟର ଙ୍କ ସହ ବାହା ହେବା ପରେ ଫିଲ୍ମ ଜଗତରୁ ଦୁରେଇ ଥିଲେ । କିନ୍ତୁ ବର୍ତ୍ତମାନ ସେ ରିୟା ଙ୍କ ସହ ମିଶି ଏକ ଫ୍ଲିମ ଶୁଟିଂ କରୁଛନ୍ତି । ଯାହାର ନାମ “ଲାଗେ ପ୍ରେମ ନଜର” ରେ ଦେଖିବାକୁ ପାଇବେ । ତେବେ ଯାହା ବିଷୟରେ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ । 

Leave a Reply

Your email address will not be published. Required fields are marked *