ଗାଈ ର ଏହି ଅଙ୍ଗ କୁ ପ୍ରତିଦିନ ଛୁଇଁଦେଲେ । ଦରିଦ୍ରତା ଦୂର ହୁଏ  ଏବଂ ହୋଇଥାଏ ଧନ ର ବର୍ଷା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ଗାଈ ର ଏହି ଅଙ୍ଗ କୁ ପ୍ରତିଦିନ ଛୁଇଁଲେ ଉଭୟ ଦରିଦ୍ରତା ଦୂର ହେବା ସହ ଏବଂ ଧନ ର ବର୍ଷା ହୋଇଥାଏ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ହିନ୍ଦୁ ମତ ଅନୁସାରେ ଗାଈ ହେଉଛନ୍ତି ଭଗବାନ ଙ୍କ ଅବତାର। ଗାଈ ମାନଙ୍କ ଶରୀର ରେ ୩୩ କୋଟି ଦେବ ଦେବୀ ବାସ କରନ୍ତି । ତେବେ ତାଙ୍କ ସିଂଙ୍ଘ ରେ ଶ୍ରୀକୁଷ୍ଠ ଵାସ କରୁଥିବା ବେଲେ ତାଙ୍କ ମସ୍ତକରେ ଶିବ ପାର୍ବତୀ ବାସ କରନ୍ତି  । ଏହା ସହ ତାଙ୍କର ଜିଭ ରେ ସରସ୍ୱତୀ ବାସ କରୁଥିବା ବେଳେ ତାଙ୍କ ର  ଶରୀର ପ୍ରତ୍ୟେକ ଅଙ୍ଗ ରେ ଯେକୌଣସି ଦେବା ଦେବୀ ବାସ କରିଥାନ୍ତି ।

 

ତେବେ ଯଦି ଆମ୍ଭେ ଗାଈ ର ସେବା କରିବା ତେବେ ଆମ୍ଭେ ସିଧା ସଳଖ ଭାବେ ଭଗବାନ ଙ୍କ ସେବା କରିବା ସହ ସମାନ । ଯଦି କେହି ଲୋକ ଗାଈ ର ସେବା କରି କରି ନିଜ ଜୀବନ ତ୍ୟାଗ କରେ ତେବେ ସେ ଲୋକ ଗୋ ଲୋକ ରେ ସ୍ଥାନ ପାଇବ ବୋଲି ପୁରାଣ ରେ ବର୍ଣ୍ଣନା କରଯାଇଅଛି ।

 

ତେବେ ଗାଈ ର ସେବା କରିବା ଦ୍ୱାରା ଘରେ ତଥା ନିଜ ଜୀବନରେ ସବୁ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯାଇଥାଏ । ତେବେ ଯଦି ଆପଣ ପ୍ରତ୍ୟେକ ଦିନ ସକାଳୁ ଗାଧୋଇ ସାରି ସୂର୍ଯ୍ୟ ଙ୍କୁ ପାଣି ଦେଇ ସାରିବା ପରେ ଗାଈ କୁ ରୁଟି ଖାଇବାକୁ ଦେଇ ତାର ମସ୍ତଜ ରେ ହାତ ମାରନ୍ତି । ତେବେ ଆପଣଙ୍କ ସବୁ ଦୁଃଖ ନକହିଲେ ବି ସୁଦ୍ଧା ଭଗବାନ ଜାଣି ଦିଅନ୍ତି ଏବଂ ଏହାର ସମାଧାନ ମନକୁ ହୋଇଯାଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *