ସ୍ବାମୀ ଙ୍କ ଠାରୁ ଅଲଗା ହେବାପରେ ୧୪ ଶିଶୁ ର ମା ହେଲେ ମହିଳା…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜନେଇବୁ ଏକ ଦମଦାର ଖବର ଯାହା ସ୍ବାମୀ ଙ୍କ ଠାରୁ ଅଲଗା ହେବାପରେ ୧୪ ଶିଶୁ ର ମା ହେଲେ ମହିଳା । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ଜାଣିଥିବେ କେଉଁ ମହିଳା ର ମନ ନ ଥାଏ ମା ହେବାକୁ କିନ୍ତୁ ଆଜି ଆମେ ଏମିତି ଏକ ମହିଳା ବିଷୟରେ କହିବୁ ଯେ ୧୪ ପିଲା ର ମା ଅଟନ୍ତି । ତେବେ ପ୍ରକୃତରେ ଘଟଣା କଣ ଆସନ୍ତୁ ଜାଣିବା ।

 

ଘଟଣା ଟି ୨୦୦୯ ମସିହା ର ଘଟଣା ଯାହାକି ଏହି ମହିଳା ଗୋଟେ ଦିନରେ ଜନ୍ମ କରିଛନ୍ତି ୮ ଟି ସନ୍ତାନ ଯାହା ସମସ୍ତ ଙ୍କ ପାଇଁ ଆଶ୍ଚର୍ଯ୍ୟ ଅଟେ । ଏହି ପିଲା ମାନଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ନା ନଭିଆ ଏବଂ ବୟସ ୪୫ ବର୍ଷ ଯାହାକି ଜନ୍ମ ଦେଇଥିବା ତାଙ୍କର ୮ ଟି ସନ୍ତାନ ସୁସ୍ଥ ଅଛନ୍ତି । କହିବାକୁ ଗଲେ ନାଭିଆ ଗର୍ଭ ରେ ୮ ପିଲା ଙ୍କୁ ଧାରଣ କରିଥିଲେ।  ଯାହାକି ସେମାନଙ୍କୁ ଏକା ସାଙ୍ଗ ରେ ଜନ୍ମ ଦେଇଥିଲେ । ତାଙ୍କର ପୂର୍ବ ରୁ ମଧ୍ୟ ୬ ଟି ପିଲା ଥିଲେ ।

 

କହିବାକୁ ଗଲେ ସେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଲା ପରେ ଏହି ୮ ଟି ପିଲା ଜନ୍ମ କରିଛନ୍ତି । ଯାହାକି ମହିଳା ଜଣକ ତାଙ୍କ ଗର୍ଭରେ ୧୨ ଟି ଭ୍ରୁଣ କୁ ରଖି ଥିଲେ ଏହା ଦ୍ବାରା ସେ ୮ ଟି ପିଲା ଜନ୍ମ କରିଥିଲେ ।ଏବଂ ଏହା କରିବା ଆଇନ୍ ବିରୁଦ୍ଧ ଯାହା ଫଳରେ ଭ୍ରୁଣ ରୁପଣ କରିଥିବା ସେହି ଡାକ୍ତର ଙ୍କ ର ଲାଇସେନ୍ସ କାଟି ଦିଆ ଯାଇଛି ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *