୩ଦିନ ସକାଳେ ଖାଲି ପେଟ ରେ ଏହି ପତ୍ର ଖାଆନ୍ତୁ କେବେବି ଡାକ୍ତର ପାଖକୁ ଯିବେନି ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣ ଙ୍କୁ ଡାକ୍ତରୀ ଟିପ୍ସ ର କିଛି ଦେଶୀ ଉପଚାର କହିବୁ । ଯାହା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

ବନ୍ଧୁଗଣ ପଣ କଣ ଜାଣିଛନ୍ତି ଆମ ଦୈନ ଦିନ ଜୀବନ ରେ ଚାରି ପାଖରେ ରେ ଥିବା ଅନେକ ଜିନିଷ ଆମ ର ବହୁ ଉପକାର ରେ ଲାଗେ। କିନ୍ତୁ ଆମେ ତାହାର ଔଷଧ ଗୁଣ ଜାଣିପାରନ୍ତି ନାହିଁ । ତେବେ ଆପଣ ପିଜୁଳି ଗଛ ତ ଜାଣିଥିବେ ଯାହା ଆମକୁ ତାର ଗୋଟିଏ ପାତ୍ର ୧୫ ରୁ ଅଧିକ ରୋଗ ଭଲ କରିଥାଏ । ଯାହାକି ଦାନ୍ତ ରେ କଷ୍ଟ, ମାଢି ରେ କଷ୍ଟ , ଗଳାରେ କଷ୍ଟ , ବ୍ରଣ ଏବଂ ଡାଇବେଟିସ ଭଳି ବହୁତ୍ ରୋଗ ରୁ ଏହି ସବୁ ପତ୍ର ଆମକୁ ବଞ୍ଚେଇ ଥାଏ । ତେବେ ଆଜି ଆମେ ଜାଣିବା ପିଜୁଳି ପତ୍ର କେତେ ଲାଭଦାୟକ ଆମ ସ୍ବାସ୍ଥ୍ୟ ପାଇଁ ।

ପ୍ରଥମତଃ ଜଉ ଲୋକଙ୍କ ର ବହୁଦିନ ଆଣ୍ଠୁ ଗଣ୍ଠି ସମସ୍ୟା ଅଛି । ତେବେ ଆପଣ ପିଜୁଳି ପତ୍ର କୁ କୁଟି ଗରମ୍ କରି ଗଣ୍ଠି ବିନ୍ଦୁଥିବ ଜାଗାରେ ଲଗାନ୍ତୁ । ଏହା ଦ୍ବାରା ଆରାମ ମିଳିବା ଦ୍ଵାରା ରୋଗ ରୁ ମୁକ୍ତି ମିଳେ ।

ଦ୍ଵିତୀୟ ରେ ପିଜୁଳି ପତ୍ର ର ଜୋଷ୍ ସମସ୍ତେ ସେବନ କରିପାରିବେ ଯାହା ର ପେଟ ରୋଗ ହେଇଥାଏ । ଜଉ ଲୋକ ମାନଙ୍କର ଡାଇରିଆ ରୋଗ ଥାଏ ସେମାନେ ପିଜୁଳି ର ପତ୍ର କୁ ଏକ କପ୍ ପାଣି ରେ ଫୁଟାନ୍ତୁ ତା ପରେ ପାଣି କୁ ଛାଣି ଥଣ୍ଡା କରି ଭଲ ଭାବେ ପିନିଅନ୍ତୁ।

ତୃତୀୟ ରେ ଜଉ ଲୋକଙ୍କର ସ୍ଵପ୍ନ ଦୂଷ ଥାଏ ସେପରି ଲୋକଙ୍କ ପାଇଁ ପ୍ରତି ଦିନ ପିଜୁଳି ପତ୍ର ର ରସ କାଡି ତ ଦେହରେ ମହୁ ମିଶେଇ ସେବନ କରନ୍ତୁ ଦେଖିବେ ସ୍ଵପ୍ନ ଦୂସ ଆଉ ରହିବ ନାହିଁ ।ଏହି ପତ୍ର ମଧୁମେହ , ମୋଟା ପଣ ଦୁର କରି ଥାଏ ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *