ମାଳିକା ବର୍ଣ୍ଣିତ ବଢୁଛି ଚଉଁରା । ବର୍ଷକୁ ୬ ଫୁଟ ଯାହାକୁ କେବେ ବିଶ୍ୱାସ କରିହେବନି ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମାଳିକା ବର୍ଣ୍ଣିତ ଚଉଁରା ସମ୍ପର୍କରେ ଯାହା ବର୍ଷ କୁ ୬ ଫୁଟ ଲେଖାଏଁ ବଢୁଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ମାଳିକା ସନାତନ ଧର୍ମ ର ଧର୍ମ ରାଜ ମାନେ ତଥା ଏହି ଧର୍ମ ର ଆଦ୍ୟ କର୍ତା ଏହି ଧର୍ମ ଗ୍ରନ୍ଥ ରଚନା କରିଥିଲେ । 

 

ତେବେ ଏହି ଧର୍ମ ଗ୍ରନ୍ଥ ର ରଚୟିତା ହିସାବରେ ସେମାନେ ଆମ ଧର୍ମ ର ମୁଖ୍ୟ ତଥା ଜଗନ୍ନାଥ ଙ୍କ ର ଅତ୍ୟନ୍ତ ପ୍ରିୟ ଶିଷ୍ୟ ମଧ୍ୟ ଅଟନ୍ତି । ତେବେ ସେମାନେ ନିଜର ଦିବ୍ୟ ଚକ୍ଷୁ ରେ ଭବିଷ୍ୟତ ଜାଣି ପାରୁଥିଲେ । ତେବେ ସେ ସେହି ଭବିଷ୍ୟତ ବିଷୟରେ ନିଜର ଏକ ଗ୍ରନ୍ଥ ସାହାଯ୍ୟ ରେ ରଚନା କରିଥିଲେ । ଯାହା ର ନାମ ମାଳିକା ଗ୍ରନ୍ଥ କୁହାଯାଏ । 

 

ତେବେ ଏଥିରେ ବର୍ଣିତ ହୋଇଛି ଏକ ପୀଠ ର ନାମ ଯାହାର ନାମ ହେଉଛି ବୀରସିଂହ ପୀଠ । ତେବେ ଏହି ପୀଠ ଟି ଜଗତସିଂହପୁର ଜିଲ୍ଲା ର ବାଲିକୁଦା ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଅଞ୍ଚଳ ରେ ରହିଅଛି । ତେବେ ଏହି ପୀଠ ର ମହାତ୍ମ୍ୟ ହେଉଛି ଏଠାରେ ବୀରସିଂହ ନାମ ରେ ପ୍ରତିଷ୍ଠିତ ହୋଇଥିବା ଏକ ଚଉଁରା ପ୍ରତିବର୍ଷ ୬ ଫୁଟ ଲେଖାଏ ବଢୁଛି । 

 

ତେବେ ଏହା ମାଳିକା ଅନୁସାରେ କୁହାଯାଇଛି ଯେ ପାଖରେ ଥିବା ଆଉ ଏକ ପାହାଡ଼ ମଧ୍ୟ ବଢୁଛି । ତେବେ ଯେବେ ଏହି ଦୁଇ ପାହାଡ଼ ମଧ୍ୟରେ ସଂଯୋଗ ହେବ ତେବେ ଏକ ଏଭଳି ଜିନିଷ ଉତ୍ପନ୍ନ ହେବ ଯାହା ଭଗବାନ କଲକୀ ଙ୍କ ର ଅସ୍ତ୍ର ହେବ ବୋଲି ମାନ୍ୟତା ଅଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *