ଜାଣନ୍ତୁ କରୋନା ବେଳେ ହୋଇଥିବା ବଜେଟ ରେ ଚାଷୀ ,ସ୍ଵାସ୍ଥ୍ୟ ସେବା ଏବଂ ଭିତ୍ତିଭୂମି ଉପରେ ନଜର ଦେଖନ୍ତୁ ବଜେଟ ୧୦ ଟି ବଡ଼ ଘୋଷଣା ବିଷୟରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସରକାରଙ୍କ ଦ୍ୱାରା ଆସିବାକୁ ଥିବା ବଜେଟ ର ପରିବର୍ତ୍ତନ ହେବାକୁ ଥିବା ୧୦ ଟି ନିୟମ ସମ୍ପର୍କରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆସନ୍ତୁ ଜାଣିବା ଏହି ବଜେଟ ରେ କଣ ସବୁ ବଦଳିବାକୁ ଯାଉଛି ।

 

(୧) ପେଟ୍ରୋଲ ଡିଜେଲ ଦର ବଢ଼ିଲା ଭଳି ବଢିବାକୁ ଯାଉଛି ଘରୋଇ ରନ୍ଧନ ଗ୍ୟାସ ର ମୂଲ୍ୟ ।

(୨)ବଦଳିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ନିୟମ । ଏହି ବ୍ୟାଙ୍କ ରେ ଆକାଉଣ୍ଟ ଥିବା ଗ୍ରାହକ ଅନ୍ୟ କୌଣସି ATM ରୁ ପଇସା ଉଠାଇ ପାରିବେ ନାହିଁ ।

(୩)ବାହାର ରାଜ୍ୟ କୁ ପରିବହନ ରେ ନେବାକୁ ପଡିବ ନାହିଁ କୌଣସି ପରମିଶନ। 

 

(୪)ସିନେମା ଘରେ ବସିପାରିବେ ସମ୍ପୂର୍ଣ୍ଣ ଲୋକ। କିନ୍ତୁ କରନା କଟକଣା ମାନିବାକୁ ବାଧ୍ୟତାମୂଳକ। 

(୫)ଏଥର ଅଁନ୍ତରଦ୍ଵୟ କିମ୍ବା ଅର୍ଣ୍ଣପୂର୍ଣା ଥିବା ହିତାଧିକାରୀ ମାନେ ମୋବାଇଲ ରେ ଆସୁଥିବା otp ମାଧ୍ୟମରେ ରାସନ ସାମଗ୍ରୀ ନେଇ ପାରିବେ ।

(୬)ଗାଡ଼ି ଗୁଡିକ ରେ ଫାଷ୍ଟ ଟ୍ୟାଗ ବାଧ୍ୟତା ମୂଳକ । ନ ହେଲେ ଟୋଲ କଟିବ ୨ ଗୁଣ ଭଡା ।

(୭) କମିବ ସୁନା ଦର ।

 

(୮) ଅନଲାଇନ ପଇସା ଡେଣ ନେଣ ରେ ପଡିବ ଟଙ୍କା ।

(୯) ନମ୍ବର ଦାଏଲ ପୂର୍ବରୁ ୦ ବା ଜିରୋ ବାଧ୍ୟତା ମୂଳକ ।

(୧୦) ଜି,ଏସ,ଟି ରିଟର୍ଣ୍ଣ ରେ ବଡ଼ ପରିବର୍ତ୍ତନ , ସରଳ ହେବ ଜି,ଏସ,ଟି ରିଟର୍ଣ୍ଣ ସର୍ଭିସ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *