ପୁରୁଣା ରୁ ପୁରୁଣା ମୁଣ୍ଡ ଵିନ୍ଦା କୁ ମାତ୍ର ୫ ମିନିଟ୍ ରେ ଦୁର କରନ୍ତୁ… 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ପୁରୁଣା ରୁ ପୁରୁଣା ମୁଣ୍ଡ ବିନ୍ଧା କୁ କେମିତି ୫ ମିନିଟ୍ ରେ ଦୁର କରିବା ।ଖବର ରି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆପଣ ମାନଙ୍କ ମୁଣ୍ଡ ବିନ୍ଧା ର କାରଣ ଆପଣ ଦେଖାଉଥିବା ଡାକ୍ତର ହିଁ କହିପାରିବେ। ସମସ୍ତ ମୁଣ୍ଡ ବିନ୍ଧା ଗୁରୁତର କାରଣ ହେଇ ନଥାଏ । କିନ୍ତୁ କେତେକ କ୍ଷେତ୍ର ରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଆପଣ ଙ୍କ ର ପ୍ରାଥମିକ ମୁଣ୍ଡ ବିନ୍ଧା ର କାରଣ ଆପଣ ଙ୍କ ଉପରେ ଅତ୍ୟଧିକ ଚାପ ପଡିବା ନଚେତ୍ ଥଣ୍ଡା ହେବା ଏମିତି କିଛି କାରଣ ଥାଏ । ଆଜି ଆପଣ ଙ୍କୁ ଏମିତି ଉପଚାର କହିବୁ ଯାହା କରିବା ଦ୍ୱାରା ୫ ମିନିଟ୍ ରେ ମୁଣ୍ଡ ବିନ୍ଧା ଦୁର ହୋଇଯିବ ।

 

ବନ୍ଧୁଗଣ ଏହି ଉପଚାର ବନେଇବା ପାଇଁ ୨ ଟି ଅଦା ଖଣ୍ଡ ନିଅ। ଏହାପରେ ଅଦା କୁ ଛେଚି ତାର ରସ କାଡ଼ନ୍ତୁ। ଏକ ପାତ୍ର ରେ ଏହି ରସ କୁ ରଖନ୍ତୁ । ତାପରେ ଆଉ ଗୋଟେ ପାତ୍ର ନେଇ ଦୁଇଟି ଲବଙ୍ଗ ପକାନ୍ତୁ । ତାପରେ ଦୁଇ ଚାମଚ୍ ଅଦା ରସ ବି ସେହି ପାତ୍ର ରେ ନିଅନ୍ତୁ । ତାପରେ ଗୋଟେ ଚାମଚ୍ ମହୁ ସେଥିରେ ପକାନ୍ତୁ । ତାପରେ ୩ ଜିନିଷ କୁ ଭଲ ଭାବେ ମିଶେଇ ଦିଅନ୍ତୁ । ଏହି ଉପଚାର ଦ୍ଵାରା ମୁଣ୍ଡ ବିନ୍ଧା ,ଦେହ ଦରଜ , ଜ୍ଵର ଥିଲେ ଏହା ବହୁତ୍ ଭଲ କାମ କରିବ।

 

ଦ୍ଵିତୀୟ ଉପଚାର :- ଏହି ଉପଚାର ରେ ସେମିତି ଦୁଇଟି ପାତ୍ର ଅାନନ୍ତୁ। ପ୍ରଥମେ ୨ ଚାମଚ ଅଦା ରସ ନେବା ତାପରେ ଡାଲଚିନି ଗୁଣ୍ଡ ନିଅନ୍ତୁ ତାପରେ ୨ ଟି ଜିନିଷ କୁ ଭଲ ଭାବେ ମିଶେଇ ଦିଅନ୍ତୁ । ଏହି ଉପଚାର କୁ ମୁଣ୍ଡ ରେ ଜଉ ଜାଗାରେ ବିନ୍ଧୁଚି ସେଇ ଜାଗାରେ ଲଗେଇ ଦିଅନ୍ତୁ । ମୁଣ୍ଡ ବିନ୍ଧା ୧୦୦ %  ଭଲ ହେବ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *