ମାୟା ସିରିଅଲ ହିରୋଇନ ରୁଦ୍ରୀ ଙ୍କର ବୁଲି ଯିବା ବାଟରେ ହେଲା ବଡ ଦୁର୍ଘଟଣା…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆଜି ଆମେ ଜାଣିବା ଓଡ଼ିଆ ଧାରାବାହିକ ଜଗତର ଏକ ଦମଦାର ଖବର ବିଷୟରେ । ଖବର ବିଷୟରେ ସବିଶେଷ ତଥ୍ୟ ପାଇବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ମାୟା ଧାରାବାହିକ ରେ ଅଭିନୟ କରୁଥିବା ରୁଦ୍ରୀ କୁ ଆଉ ଦେଖିବାକୁ ମିଳିବ ନାହିଁ । କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ତାଙ୍କ ସହ ଘଟିଛି ଏକ ବାଡ ଦୁର୍ଘଟଣା । ଯାହା ମାୟା ଧାରାବାହିକ ଦେଖୁଥବା ସମସ୍ତ ଦର୍ଶକ ମାନଙ୍କ ମନରେ ଦୁଃଖ ର ଛାୟା ଖେଳି ଯାଇଛି । ତେବେ ଏମିତି କେମିତି ଘଟିଲା ଏବଂ କାହିକି ଘଟିଲା ଆସନ୍ତୁ ଜାଣିବା।

 

ବନ୍ଧୁଗଣ ଆପଣ ମାୟା ଧାରାବାହିକ ରେ ମୁଖ୍ୟ ନାଇକା ରୁଦ୍ରି ବା ଜସ୍ମିନି ରଥ ଙ୍କୁ ତ ଭଲ ଭାବେ ଜାଣିଥିବେ । ସେ ନିଜର ଶାନ୍ତ ସରଳ ଅଭିନୟ ମାଧ୍ୟମ ରେ ସେ ଓଡ଼ିଶା ର ଲକ୍ଷ ଲକ୍ଷ ଦର୍ଶକ ମାନଙ୍କ ର ପ୍ରିୟ ହେଇ ପାରିଥିଲେ । ଏବେ ଯାହା ଖବର ମିଳୁଛି ଜସ୍ମିନି ରଥ ନିଜ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିଲେ । ସେଠାରେ ବହୁତ୍ ମଜା ମସ୍ତି କରି ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିଲେ । ପରନ୍ତୁ ସେହି ଠାରେ ତାଙ୍କ ସହ ଘଟିଛି ଗୋଟେ ବଡ ଦୁର୍ଘଟଣା । ଦୁର୍ଘଟଣା ରେ ମୁଣ୍ଡ ଫାଟିବା ସହ ବହୁତ୍ ବଡ କ୍ଷତି ହେଇଚି । ତେବେ ସୂଚନା ମିଳିଛି କିଛି ଦିନ ପାଇଁ ସେ ଏହି ଧାରାବାହିକ ରୁ ବିରତି ନେଇପାରନ୍ତି।

 

ବନ୍ଧୁଗଣ ଯାହା ସବୁ କୁହା ଗଲା ସବୁ ମିଛ । ଏମିତି କିଛି ରିଏଲ୍ ଲାଇଫ ରେ ନୁହଁ । କାରଣ ତାଙ୍କ ର ସୋସିଆଲ ମିଡିଆରେ ଆସିଥିବା ଫୋଟୋ ସବୁ ତାଙ୍କ ର ୨ ବର୍ଷ ତଳେ ସୋଟିଂ କରିଥିବା ଏକ ଆଲବମ୍  ଫେରି ଆସ ପ୍ରିୟା ର ଫୋଟୋ ଗୋଡ଼ିକ । 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *