ମହଙ୍ଗା ପଡିଲା ନିରୀହ ଝିଅ ର ଜୀବନ । ଆସନ୍ତୁ ଜାଣିବା ପ୍ରେମ ପାଇଁ କଣ ହେଲା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମହଙ୍ଗା ପଡିଥିବା ପ୍ରେମ ସମ୍ପର୍କ ବିଷୟରେ । ଯାହା ଦ୍ୱାରା ଏକ ସାଧାରଣ ଝିଅ ର ଚାଲି ଯାଇଛି ଜୀବନ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ମାନେ ଆଜିକାଲି ର ପ୍ରେମ ସମ୍ପର୍କ ବିଷୟରେ ଜାଣୁଥିବେ । ବର୍ତ୍ତମାନ ସମୟରେ  ପ୍ରେମ ଅତ୍ୟନ୍ତ ମାରାତ୍ମକ ହୋଇଗଲାଣି । ବର୍ତ୍ତମାନ ସବୁ କେବଳ ଦେହ ର ବାସ୍ନା ମେଣ୍ଟାଇବା ପାଇଁ ପ୍ରେମ ସମ୍ପର୍କ ଵାନ୍ଧି ହୋଇ ଯାଉଛନ୍ତି ।  ତେବେ ମୁଁ ଆପଣଙ୍କୁ ଏଭଳି ଏକ ପ୍ରେମ ସମ୍ପର୍କ ବିଷୟରେ କହିବି ଯାହାର ପରିଣତି ଜୁଇ ନିଆଁ ରେ ଶେଷ ହୋଇଛି । ତେବେ ଝରାଫୁଲ ର ଏକ କାହାଣୀ ବର୍ତ୍ତମାନ ଓଡ଼ିଶାରେ ଚର୍ଚ୍ଚା ପାଲଟିଛି । 

 

ଝରାଫୁଲ ନିଜର ବାପା ଙ୍କ ର କଥା ନମାନି ବାରୁ ଆଜି ଏ କରୁଣ ପରିଣତି ଘଟି ଯାଇଛି।  ତେବେ ଝରାଫୁଲ ଯେତେବେଳେ ସେହି ପିଲା ସହ କଥା ହେଉଥିଲା ସେତେବେଳେ ତାର ବାପା ଏହା ନକରି ପାଠ ପଢିବା ଉପରେ ଧ୍ୟାନ ଦେବା ପାଇଁ କହୁଥିଲେ । କିନ୍ତୁ ଝରାଫୁଲ କଥା ନମାନି ସେ ପିଲା ସହ କଥା ହେବା ସହ ବାପା ଙ୍କୁ କଥା କୁ ଅବମାନନା କରି ସେ ପିଲା ସହ ସମ୍ପର୍କ ରଖିଲେ । ଯାହା ଫଳରେ ତାଙ୍କର ମୃତ ଦେହଯାଜପୁର ଜିଲ୍ଲା କୁଆଖିଆ ନିକଟରୁ ଉଦ୍ଧାର ହେଲା । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *