ଖୋଲିଲା ଝରା ଫୁଲ ମୃତ୍ୟୁ ରହସ୍ୟ । ଧରା ପଡିଲା ପ୍ରକୃତ ଅଭିଯୁକ୍ତ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଶା ରେ ବର୍ତ୍ତମାନ ଅଧିକ ଚର୍ଚ୍ଚା ସାଉଁଟୁଥିବା ଝରା ଫୁଲ ଙ୍କ ମୃତ୍ୟୁ ର ରହସ୍ୟ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ଓଡିଶା ରେ ଏକ ଝରାଫୁଲ ନାମକ ଏକ ଝିଅ ର ମୃତ୍ୟୁ କୁ ନେଇ ଓଡ଼ିଶାରେ ସର ଗରମ ହୋଇ ଉଠିଛି । ତେବେ ଏହି ନିରୀହ ସାଧାରଣ ଝିଅ ର ମୃତ୍ୟ ର ପ୍ରଦାଫାସ କରିବା ପାଇଁ ଲାଗି ପଡିଛନ୍ତି । ଓଡିଶା ପୋଲିସ ତେବେ ଏହି ଘଟଣା କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଥିବା ବେଳେ ବର୍ତ୍ତମାନ ତାଙ୍କର ଵଏଫ୍ରେଣ୍ଡ ରାକେଶ ସ୍ୱାଇଁ ନିଜକୁ ଦୋଷୀ କହି ପୋଲିସ ଙ୍କ ପାଖରେ ନିଜେ ସରେଣ୍ଡର କରିଛି ।

 

 ତେବେ ଏହା ଛଡା ପୋଲିସ ଙ୍କ ସଦେହ ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଝରାଫୁଲ ଙ୍କୁ ନେଇ ଆଉ ଏକ ସିସିଟିଭି ଫୁଟେଜ ମିଳିଛି ଯେଉଁଥିରେ ଝରାଫୁଲ ଏବଂ ତା ଵଏଫ୍ରେଣ୍ଡ ସାଙ୍ଗ ହୋଇ ଏକ ବିରିୟାନି ଖାଇବାକୁ ଯାଇଥିବାର ଏକ ସିସିଟିଭି ଫୁଟେଜ ରୁ ସୂଚନା ମିଳୁଛି  । ତେବେ ଏହି କେସ ରେ ଆଗକୁ କଣ ହେଉଛି ତାହା କେବଳ ଅପେକ୍ଷା  ର   ସମୟ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *