ବାହାଘର ବେଳେ ଭିଣେଇ ଉପରକୁ ଡେଇଁଲା ଶା…ସୋସିଆଲ ରେ ଲଗେଇଲା ନିଆଁ ଏହି ଭିଡିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ବାହାଘର ବେଳେ ଭିଣେଇ ଉପରକୁ ଡେଇଁଲା ଶାଳି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ବାହାଘର ସମୟ ଏକ ହସ ଖୁସି ଏବଂ ରଙ୍ଗିନ ମାହୋଲ ଥିବା ଏକ ସ୍ଥାନ । ଯେଉଁ ଠାରେ ଲୋକ ମାନଙ୍କ ମଧ୍ୟରେ ଏକ ଖୁସି ଏବଂ ଶରୀର ଭିତରେ ଏକ ଆନନ୍ଦ ଏବଂ ହଲ୍ଲାସ ର ପରିବେଶ । ତେବେ ଏଭଳି ସ୍ଥଳେ କିଛି ସ୍ଥାନ ରେ ଏଭଳି କିଛି ଭୁଲ ଭଲ ହୋଇ ଯାଏ ଯାହା ଆମ୍ଭ ର ଚିର ଦିନ ପାଇଁ ମନେ ରହିଯାଏ । ତେବେ ସେହିଭଳି ଏକ ବାହାଘର ର ଏକ ମନେ ରହିବା ଭଳି ଘଟଣା କୁ ଆମ୍ଭେ ଆପଣଙ୍କ ସାମ୍ନା ରେ କହିବାକୁ ଯାଉଛୁ । 

 

ତେବେ ବର ବାହା ବେଦି ରେ ନିଜ ବର ବଧୁ ସହ ବସିଥିବା ବେଳେ ବରକୁ ନିଜ ପତ୍ନୀ ଙ୍କ ଉପରେ ଫୁଲ ମାଳ ପକାଇବାକୁ କୁହାଗଲା । ଯାହା ଫଳରେ ସେ ନିଜ ର ପତ୍ନୀ ଙ୍କ ଉପରେ ଫୁଲ ମାଳ ପକାଇ ଦେବା ପରେ ସେ ସ୍ଥାନରେ ଝିଅ ର ଭଉଣୀ ମାନେ ଶାଳି ଏକ ଫୁଲ ମାଳ ନିଜ ଭିଣୋଇ ଉପରେ ପକାଇବାକୁ ଚେଷ୍ଟା କରିବାକୁ ଯାଇ ବିଫଳ ହୋଇ ସେହି ବାହା ମଣ୍ଡପ ଉପରେ ପଡି ଯାଇଛି । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *