କରନ୍ତୁ ଏହି ଘରୋଇ ଉପଚାର ସହଜରେ ଓଜନ କମାନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପନ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ କିପରି ଜଣେ ମୋଟା ଲୋକ ଏହି କାଢା ପିଇବା ଦ୍ୱାରା ପତଳା ହେବା ସହ ନିଜ ଚର୍ବି କୁ କମାଇ ପାରିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା ଆଜି କାଲି ର ଆଧୁନିକ ଜଗତ ରେ ମୋଟା ଏକ ସାଧାରଣ କଥା ହୋଇଗଲାଣି । 

 

ଏହାର ମୁଖ୍ୟ କାରଣ ହେଲା ଜଙ୍କ ଫୁଡ଼ । ଯାହାର ଅର୍ଥ ହେଲା ବଜାର ରେ ମିଳୁଥିବା ତେଲ ଓ ମସଲା ଜାତୀୟ ଖାଦ୍ୟ ର ଅଧିକ ସେବନ । ଯାହା ଫଳ ରେ ଆପଣ ନିଜେ ରୋଗ ର ଶିକାର ହଉଛନ୍ତି ବୋଲି ଆପଣ ମାନେ ଜାଣି ପାରୁ ନାହାନ୍ତି  । ଵର୍ତମାନ ସମୟ ରେ ୫୫ ପ୍ରତିଶତ ଲୋକ ମାନଙ୍କ ର ମେଦ ବହୁଳ ରୋଗ ରେ ପୀଡିତ । ଯାହାର ଉପାୟ ସେମାନଙ୍କ ପାଖରେ ଥାଇ ମଧ୍ୟ ନିଜ ଲୋଭ କୁ ଆୟତ୍ତ କରି ନପାରି ଏହି ସବୁ ଅସୁବିଧା ଭୋଗ କରୁଛନ୍ତି ।

 

ତେବେ ଆସନ୍ତୁ ଜାଣିବା କାଢା ବିଷୟ ରେ । ତେବେ ଆପଣ ସର୍ଵ ପ୍ରଥମେ ଏକ ପାତ୍ର ରେ ପାଣି ଗରମ କରନ୍ତୁ । ପାଣି ଅଳ୍ପ ଟିକେ ଗରମ ହୋଇଗଲେ ସେଥିରେ କିଛି ତେଜପତ୍ର , ଗୁଜୁରାତି , ଡାଲିଚିନି , ଏବଂ ଏକ ଚାମଚ ଜିରା କୁ ସେହି ପାଣିରେ ପକାଇ ୧୫ ମିନିଟ ପର୍ଯ୍ୟନ୍ତ ଢ଼ାଙ୍କୁଣା କୁ ଘୋଡାଇ ଫୁଟାନ୍ତୁ । ଏହା ପରେ ଯେତେବେଳେ ପାଣି ର ରଙ୍ଗ ପରିବର୍ତ୍ତନ ହୋଇ ଯିବ ତେବେ ଏହା ପରେ ଆପଣ ତାହାକୁ ଖୋଲି ଦିନ ସାରା ସକାଳ ,ମଧ୍ୟାନ ଏବଂ ରାତିରେ ଖାଇ ସାରିବାର ୩୦ ମିନିଟ ପରେ ଆପଣ ତାକୁ ପିଅନ୍ତୁ । ଦେଖିବେ ଆପଣ ଏକ ମାସ ଭିତରେ ୬-୭ କେଜି ଓଜନ କମାଇ ପାରିବେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *