ଓଡିଶା ଛାଡିବା ପରେ ଗୋଆ ରେ କିଭଳି ଅଛନ୍ତି ରାଣୀ ପଣ୍ଡା ଦେଖନ୍ତୁ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡିଶା ଛାଡିବା ପରେ ଗୋଆ ରେ କିଭଳି ଅଛନ୍ତି ରାଣୀ ପଣ୍ଡା  ସେ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଯାତ୍ରା କୁଇନ ରାଣୀ ପଣ୍ଡା ଙ୍କୁ ଭଲ ଭାବେ ଜାଣିଥିବେ । ତେବେ ସେ କିଛିଦିନ ହେବ ଓଡ଼ିଶା ଛାଡି ଦେଇଥିଲେ ଯାହା ଫଳରେ ସେ ଓଡିଶା ଛାଡି ଗୋଆ ଚାଲି ଯାଇଥିଲେ । ଯାହାର ଭିଡ଼ିଓ ସେ ଓଡ଼ିଶା ର ଅଗଣିତ ଦର୍ଶକ ମାନଙ୍କୁ ଦେଇଥିଲେ । ତେବେ ସେ ବର୍ତ୍ତମାନ ଓଡିଶା ରେ ଅବଶ୍ୟ ନାହାନ୍ତି କିନ୍ତୁ ଓଡିଶା ଵାସୀ ଙ୍କ ପାଇଁ ସେ ଯାହା କରିଦେଇ ଯାଇଛନ୍ତି ଓଦିଶା ବାସୀ ତାହା କେବେ ଭୁଲିବେ ନାହିଁ । 

 

ଏହା ସହ ବର୍ତ୍ତମାନ ସେ ଏକ ଭିଡ଼ିଓ ଭାଇରାଲ କରିଛନ୍ତି ଯେଉଁଥିରେ ସେ କହୁଛନ୍ତି କି ସେ ଓଡିଶା ବାସୀ ଙ୍କୁ ଭାରି ଭଲ ପାଆନ୍ତି । ତେବେ ଓଡିଶା ବାସୀ ବହୁତ ଭଲ କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ଯେଉଁମାନେ କଙ୍କଡା ସ୍ଵଭାଵର  ଅଟନ୍ତି । ସେମାନେ ଅନ୍ୟର ଭଲ ସହି ପାରନ୍ତି ନାହିଁ ବୋଲି କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *