ଭୂମିକା ଙ୍କ ବୁଢ଼ୀ ରୂପ ଦେଖନ୍ତୁ ଭିଡିଓ । ଆଗାମୀ ଫିଲ୍ମ ଚାଲିଛି ପ୍ରସ୍ତୁତି…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣ ଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନ୍ଦରୀ ନାଇକା ଭୂମିକା ଙ୍କ ବୁଢ଼ୀ ହବାର ରହସ୍ୟ ଜନେ଼ଇବୁ। ତେବେ ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

ଆପଣ ଜାଣିଥିବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନ୍ଦରୀ ନାଇକା ଭୂମିକା ଦେଖିବା ପାଇଁ ଯେମିତି ତାଙ୍କ ର ଅଭିନୟ ମଧ୍ୟ ସେମିତି ଦମଦାର । ସେ ପ୍ରଥମେ ଶିଶୁ କଳାକାର ଭାବରେ ଅନେକ ସିନେମାରେ ଅଭିନୟ କରିସାରିଛନ୍ତି। ଏବଂ ସେ ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ର ରେ ନାଇକା ଭାବରେ ଅଭିନୟ କରିଥିଲେ। କିନ୍ତୁ ଏବେ ଭୂମିକା ଙ୍କୁ ବୁଢ଼ୀ ବେଶ ରେ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣି ଏହାର ରହସ୍ୟ।

 

ଭୂମିକା ଙ୍କ ଆଗାମୀ ଫିଲ୍ମ୍ ପାଇଁ ସେ ବହୁତ୍ ଉତ୍ସାହିତ ଅଛନ୍ତି । ଏବଂ ତାଙ୍କର ଆସୁଥିବା ନୂଆ ଫିଲ୍ମ୍ ଏ ପର୍ଯ୍ୟନ୍ତ କୌଣସି ପୋଷ୍ଟର କି ଫିଲ୍ମ୍ ର ନା ଘୁଷଣା ହେଇ ନାହିଁ । ତାଙ୍କୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ରେ ଏକ ନୂଆ ଅନ୍ଦାଜ ରେ ଦେଖିବାକୁ ମିଳିବ। ସେ ତାଙ୍କ ଆଗାମୀ ଫିଲ୍ମ୍ ରେ ବୁଢ଼ୀ ଭେଶ ରେ ଦେଖିବାକୁ ମିଳିବ। ଯଉଥି ପାଇଁ ସେ ବହୁତ୍ ଖୁସି ଅଛନ୍ତି । ବହୁ ଦିନ ପରେ ତାଙ୍କର ଆଉ ଏକ ନୂଆ ଫିଲ୍ମ୍ ଆସିଥିବାରୁ ସେ ବହୁତ୍ ଖୁସି ଅଛନ୍ତି । ତେବେ ତାଙ୍କର ଏହି ନୂଆ ଫିଲ୍ମ୍ ର ନାମ କଣ ଏବଂ ତାଙ୍କର ଏହି ଫିଲ୍ମ୍ ନୂଆ ଅନ୍ଦାଜ ରେ ଆସିବ ର ରହସ୍ୟ କଣ ରହିଛି 

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *