ଚନ୍ଦନ ତାଙ୍କ ସ୍ତ୍ରୀ ଏମିତି ପାଳନ କଲେ ମ୍ୟାରେଜ ଆନିଭର୍ସରି

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଓଡ଼ିଆ ଧାରାବାହିକ ଜଗତ ର ଲୋକପ୍ରିୟ କଳାକାର ତୁଷାର ଚନ୍ଦନ ଏବଂ ମାହି ମିଶ୍ର ତାଙ୍କର ପ୍ରଥମ ବିବାହ ବାର୍ଷିକ କେମିତି ପାଳନ କଲେ ଆସନ୍ତୁ ଜାଣିବା ଆମର ଏହି ଖବର ମାଧ୍ୟମ ରେ ।

ବନ୍ଧୁଗଣ ଆଜି ହେଉଛି ଲୋକପ୍ରିୟ ଅଭିନେତା ତୁଷାର ଚନ୍ଦନ ଏବଂ ମାହୀ ମିଶ୍ର ପ୍ରଥମ ବିବାହ ବାର୍ଷିକ । ଆମ ପେଜ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛୁ। ଆସନ୍ତୁ ଦେଖିବା ଓଡ଼ିଆ ଧାରାବାହିକ ଅଭିନେତା ତୁଷାର ଏବଂ ମାହି କେମିତି ପାଳନ କଲେ ତାଙ୍କର ପ୍ରଥମ ବିବାହ ବାର୍ଷିକ।

 

ଆପଣ ଜାଣିଥିବେ ଓଡ଼ିଆ ଧାରାବାହିକ ହେଉ ଅବା ଯାତ୍ରା ଜଗତ ହେଉ ତୁଷାର ଜଣେ ସଫଳ କଳାକାର ଭାବରେ ପରିଚିତ । ତାଙ୍କର ଅଭିନୀତ ଅନେକ ଧାରାବାହିକ ଅଛି କିନ୍ତୁ ସେ ତ ଅଗଣା ର ତୁଳସୀ ମୁଁ ଧାରାବାହିକ ରୁ ଲୋକପ୍ରିୟ ହେଇଥିଲେ । ତେବେ ଏହି ୧ଦିନ ତଳେ ତାଙ୍କ ର ତାଙ୍କ ସ୍ତ୍ରୀ ମାହିଁ ଙ୍କ ର ପ୍ରଥମ ବିବାହ ବାର୍ଷିକ ଉତ୍ସବ ପାଳନ କରିଛନ୍ତି। ଗତ ବର୍ଷ ଏହି ଦିନ ରେ ତୁଷାର ଏବଂ ମାହି ବିବାହ ବନ୍ଧନ ରେ ବାନ୍ଧି ହେଇ ଥିଲେ । ଏହି ବିବାହ ବାର୍ଷିକ ଉତ୍ସବରେ ଅନେକ ଧାରାବାହିକ କଳାକାର ଏବଂ ଚଳଚ୍ଚିତ୍ର କଳାକାର ଏହି ବିବାହ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉତ୍ସବ ରେ ତାଙ୍କ ପରିବାର ସହ ତାଙ୍କ ପୁଅ ଉପସ୍ଥିତ ଥିଲା । ଆପଣ ଜାଣିଥିବେ ଏହି କିଛି ଦିନ ତଳେ । ମାହି ଏବଂ ତୁଷାର ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହେଇଥିଲା ତେବେ ସେ ଏହି ଉତ୍ସବ ଧୁମ୍ ଧାମରେ ପାଳନ କରିଛନ୍ତି ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *