ଏହି ୩ ଟି ଅଭ୍ୟାସ ଥିବା ଲୋକ କେବେବି ଧନୀ ହୋଇପାରେ ନାହିଁ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଶ୍ରୀକୃଷ୍ଣ କହିବା ଅନୁସାରେ ଏମିତି କିଛି କାମ କରୁଥିବା ଲୋକ ମାନେ କେବେ ବି ଜୀବନ ରେ ଧନୀ ହଇ ହଇ ପାରିବେନି । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ପ୍ରଭୁ ଶ୍ରୀକୃଷ୍ଣ କହିବା ଅନୁସାରେ ଏମିତି ୫ଟି କାମ କରୁଥିବା ଲୋକ କେବେ ବି ଜୀବନ ରେ ଲକ୍ଷ୍ମୀ ଙ୍କ କୃପା ଲାଭ କରିପାରିବେନି । ଗୀତା ରେ ଉପଦେଶ ଦେଲାବେଳେ ଭଗବାନ କହି ଥିଲେ ମଣିଷ ଜୀବନ ରେ ଆସୁଥିବା ସୁଖ ଦୁଃଖ ,ଧନୀ ଗରିବ ପାଇଁ ସେ ବେକ୍ତି୤ ନିଜେ ଦାୟୀ। ମନୁଷ୍ୟ କରୁଥିବା କର୍ମ ତାଙ୍କ ଗରିବ ହେବା ପାଇଁ ଦାୟୀ। ମନୁଷ୍ୟ କୁ ଭଗବାନ ସମସ୍ତ ଗୁଣ ରେ ଭରପୁର କରିଛନ୍ତି ସେ ସବୁ ପ୍ରକାର ର ଜିନିଷ ଵେବହାର କରି ରୋଜଗାର କରିପାରିବେ । କିନ୍ତୁ ମଣିଷ ଧନ ରୋଜଗାର କରିବା ଲୋଭ ରେ ଅଧର୍ମ ମାର୍ଗ କୁ ଚାଲିଯାଆନ୍ତି । ଏହାର ସବୁଠୁ ବଡ଼ ଉଦାହରଣ ଭଗବାନ  ଶ୍ରୀକୃଷ୍ଣ ଙ୍କ ବନ୍ଧୁ ସୁଦାମା । ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ ଏମିତି କେଉଁ କାମ ବିଷୟ ରେ କହିଛନ୍ତି ।

 

ପ୍ରଥମ କଥା ଯେଉଁ ଘରେ ଭଗବାନ ଙ୍କୁ ଭୁଗ ନ ଲଗେଇ ନିଜେ ଅନ୍ନ ସେବନ କରୁଛନ୍ତି ସେହି ଘରେ ଦରିଦ୍ରତା ସର୍ବଦା ବାସ କରି ଥାଏ କାରଣ ଯେଉଁ ମାନେ ଆମ କୁ ଅନ୍ନ ପ୍ରଦାନ କରିଥାନ୍ତି ତାଙ୍କୁ ଯଦି ଆମେ ଅଣଦେଖା କରିବା ତେବେ ଏହା ଆମ ପାଇଁ ପାପ ର କାରଣ ହେଇ ଥାଏ ଏବଂ ଦାରିଦ୍ର୍ୟତା ଦେଖା ଦେଇ ଥାଏ। 

 

ଦ୍ଵିତୀୟ ରେ ମନୁଷ୍ୟ କୁ କେବେବି ଅନ୍ୟ ପ୍ରାଣୀ ର ଖାଦ୍ୟ ଖାଇବା ଉଚିତ୍ ନୁହଁ। ଏବଂ କୁହା ଯାଇଛି ଘରେ ବନାଯାଇଥିବା ଖାଦ୍ୟ ରେ ପଶୁ ପକ୍ଷୀ ମାନଙ୍କର ବି ଭାଗ ଥାଏ । ସର୍ବପ୍ରଥମେ ଭଗବାନ ଙ୍କୁ ଭୂଗ ଲଗାଇବା ଏବଂ ତା ପରେ ଗୁ ମାତା ଙ୍କୁ ଖାଇବାକୁ ଦେବା ପରେ ନିଜେ ଖାଇବା। ଗୁ ମାତା ଙ୍କୁ ରୁଟି ଖାଇବା କୁ ଦେବା ସବୁଠୁ ପୁଣ୍ୟ କାମ ହେଇ ଥାଏ । ଜଉ ମାନେ ଗୁରୁ ଗାଈ ମାନଙ୍କୁ ଖାଇବା କୁ ଦିଅନ୍ତି ନାହିଁ ସେ ଘରେ ଦରିଦ୍ରତା ଲାଗି ରହେ ।

 

ତୃତୀୟ ରେ ଦାନ ନକରିବା। ଭଗବାନ ଶ୍ରୀକୃଷ୍ଣ କହନ୍ତି ନିଜ ସାମର୍ଥ୍ୟ ଅନୁସାରେ ଦାନ ଧର୍ମ କରନ୍ତି ନାହିଁ ତାଙ୍କ ପାଖରୁ ମାତା ଲକ୍ଷ୍ମୀ ଛାଡ଼ି ଚାଲି ଯାନ୍ତି । ଧନ ର ସଦୁପଯୋଗ ଦାନ ରୁ ହୁଏ। ଦାନ କରିବା ଦ୍ୱାରା ଧନ ର ବୃଦ୍ଧି ହୁଏ। ଦାନ ନ କରି ଧନ ରଖିଲେ ଏହା କେବେ ଶାନ୍ତି ଦିଏ ନାହିଁ । କେବେ ଯଦି ଭିକାରୀ ଘର କୁ ଆସୁଛନ୍ତି ତାଙ୍କୁ କେବେ ଫେରାନ୍ତୁ ନାହିଁ ।

 

ଚତୁର୍ଥ କଥା ମହିଳା ମାନଙ୍କ ସହ କେବେ ଖରାପ୍ ବେବ୍ୟାହାର କରନ୍ତୁ ନାହିଁ । ଶ୍ରୀକୃଷ୍ଣ କହନ୍ତି ମହିଳା ମାନେ ମା ଲକ୍ଷ୍ମୀ ଙ୍କ ରୂପ ଅଟେ । ମହିଳା ଙ୍କ ସହ ହିଂସା କରିବା ମହିଳା ଙ୍କୁ ବାଡେଇବା ପାପ ହେଇ ଥାଏ ଏହା କରିବା ଦ୍ୱାରା ଧନ ହାନି ହେବା ସହ ମା ଲକ୍ଷ୍ମୀ ଙ୍କ କୃପା ରହେ ନାହିଁ ।

 

ପଞ୍ଚମ କଥା ମଦ ପିଇବା ଜୁଆ ଖେଳିବା ଠିକ୍ ନୁହଁ। ଜଉ ଘର ର ସଦସ୍ୟ ମଦ ପିଅନ୍ତି ଏବଂ ଜୁଆ ଖେଳନ୍ତି ସେମାନେ ପାପ ର ବଡ ଭାଗୀଦାର ହେଇଥାନ୍ତି। କାରଣ ଏମାନେ ମା ଲକ୍ଷ୍ମୀ ଙ୍କ ସହ ଖେଳନ୍ତି । ଜୁଆ ଖେଳିଲେ ଧନ ର ଖରାପ୍ ବେବ୍ୟାହାର୍ କରି ଥାନ୍ତି । ଏମିତି ଲୋକ ପାଖରେ କେବେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *