ଫୁଣି ରାନୀ ପଣ୍ଡା ଙ୍କ ଅତି ଅସଭ୍ୟ ଭାଷା ରେ ଗାଳି ଦେଲେ । ଶୁଣିଲେ ଆପଣଙ୍କ କାନ ଛିଣ୍ଡିଯିବ…

 ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ପୁଣି ଥରେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ନେଇ ଆସି ଦମଦାର ଖବର କୁ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ମାନେ ଜାଣିଛନ୍ତି ଯାତ୍ରା ଜଗତ ର ଆଇଟମ ଗାର୍ଲ୍ ବା ଅଭିନେତ୍ରୀ ରାଣୀ ପଣ୍ଡା ବିଭିନ୍ନ ସମୟ ରେ ତାଙ୍କ ର ବିଭିନ୍ନ ବିବାଦ କୁ ନେଇ ଚର୍ଚ୍ଚା ରେ ଥାନ୍ତି । ଆଉ ତାଙ୍କୁ ଯଦି କେହି ଟାର୍ଗେଟ କରେ ସେ ତାକୁ ଜବାବ୍ ନ ଦବା ପର୍ଯ୍ୟନ୍ତ ଛାଡେନାହି। ଏହି କିଛି ଦିନ ତଳେ ତାଙ୍କ ର ଗୋଟେ ଗରିବ ଝିଅ କୁ ସାହାଯ୍ୟ କରିବାକୁ ଯାଇ ପୁଣି ଥରେ ବିବାଦ କୁ ଆସି ଛନ୍ତି । 

 

ଯେତେ ବେଳେ ରାଣୀ ପଣ୍ଡା ପିପିଲି ର ଡେଲାଙ୍ଗ ଅଞ୍ଚଳ ର ଗୋଟେ ଗରିବ ଝିଅ କୁ ସାହାଯ୍ୟ ପାଇଁ ହାତ ବଢ଼େଇ ଥିଲା ଏବଂ ରାଣୀ ପଣ୍ଡା ଏକ ଭିଡିଓ ମଧ୍ୟମ ରେ କହିଥିଲା କି ସେ ସେହି ଗରିବ ଝିଅ କୁ ସାହାଯ୍ୟ କରିବାକୁ ଚାହୁଁଚି । କିନ୍ତୁ ରାଣୀ ପଣ୍ଡା ଙ୍କୁ ବିରୁଦ କରୁଥିବା କିଛି ବେକ୍ତି୤ ଜଉ ମାନେ ରାନୀ ପଣ୍ଡା ଙ୍କୁ ବହୁତ୍ ଖରାପ୍ କଥା କହି କମେଣ୍ଟ୍ କରିଥିଲେ । ଯାହାର ଜବାବ୍ ଦବାକୁ ଯାଇ ରାଣୀ ବହୁ ଖରାପ ଭାଷା ରେ ସେ ବେକ୍ତି୤ ମାନଙ୍କୁ ଗାଳି ଦେବା ସହ ରାଣୀ କହି ଥିଲେ

ସେ କେବେ ଧନ୍ଦା କରନ୍ତି ନାହିଁ ଆଉ କୌଣସି ବେକ୍ତି୤ ଧନ୍ଦା କରି କେବେ ସମାଜ ସେବା କରେ ନାହିଁ । ଯେଉ ମାନେ ଧନ୍ଦା କରନ୍ତି ସେମାନେ ନିଜ ପାଇଁ ଧନ୍ଦା କରନ୍ତି । ଯେଉଁ ମାନେ ମତେ କହୁଛନ୍ତି ସେ ମାନେ ସେହି କାମ କରି ପର ପୁରୁଷ ପାଖରେ ସୋଇ ଟଙ୍କା କମନ୍ତି । ଏମିତି ରାଣୀ ପଣ୍ଡା ଏକ ଭିଡିଓ ରେ ବହୁ ଅସଭ୍ୟ ଭାଷା ରେ ଗାଳି ଦେଇ ସେ ମାନଙ୍କୁ ଜବାବ୍ ଦେଇଛନ୍ତି । ଭିଡିଓ 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *