ଫୁଣି ରାନୀ ପଣ୍ଡା ହେଲେ ହାଇଲାଇଟ । କାରଣ ଜାଣିଲେ ଆପଣ ଖୁସି ହେବେ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଇଟମ ଗାର୍ଲ୍ ରାଣୀ ପଣ୍ଡା ଯେ ସବୁବେଳେ ଖବର ର ଶୀର୍ଷକ ରେ ଥାନ୍ତି । ତାଙ୍କୁ ନେଇ ଆଜି ଏକ ନୂଆ ଖବର ସାମ୍ନା କୁ ଆସିଛି । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

 

ଆପଣ ଜାଣିଥିବେ ଯାତ୍ରା ର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ବିଭିନ୍ନ ସମୟ ରେ ସେ କୌଣସି ନା କୌଣସି ଘଟଣା ହେଉ ଅବା କୌଣସି ବିବାଦୀୟ ମନ୍ତବ୍ୟ କୁ ନେଇ ସବୁ ବେଳେ ଖବର ର ଶୀର୍ଷ ରେ ଥାନ୍ତି । ଆପଣ ଜାଣିଛନ୍ତି ରାଣୀ ପଣ୍ଡା ଜଣେ ସମାଜ ସେବୀ ସେ ଯିଏ ଜଉଥି ଅସୁବିଧା ରେ ଥାନ୍ତି ସେଠାରେ ହଜାର ହେଉ ଯାନ୍ତି । ଆପଣ ମାନେ କିଛି ଦିନ ତଳେ କନକ ନିଉଜ ରେ ଦେଉଥିବା ଖବର ରେ ପିପିଲ୍ ଡେଲାଙ୍ଗ ଅଞ୍ଚଳ ର ଜଣେ  ପାଠ ପଢ଼ିବା ପାଇଁ ବହୁତ୍ ଇଛା କିନ୍ତୁ ତାର ସର୍ଥିପିକେଟ୍ ଟି ତାର କଲେଜ୍ ରେ ବନ୍ଦା ପଡ଼ିଛି ।

 

ସେ ଝିଅ ର ପାଠ ପଢ଼ିବା ପାଇଁ ବହୁତ୍ ଇଛା କିନ୍ତୁ ତାର କଲେଜ୍ ରେ ସେ ଫି ଦେଇ ନ ପାରିବାରୁ ତ ସର୍ଥିପିକେଟ ଟି ବନ୍ଦା ପଡ଼ିଛି ସେଥି ପାଇଁ ସେ ଝିଅ ମାଟି କାମ କରି କିଛି କିଛି ସଞ୍ଚୟ କରୁଚି ତାହାର ସର୍ଥିପିକେତ୍ କୁ ମୁକୁଳେଇବା ପାଇଁ ।

 

କିନ୍ତୁ ରାଣୀ ପଣ୍ଡା ଏହି ଖବର ପାଇବା ପରେ ସେ ଝିଅ କୁ ସବୁ ପ୍ରକାର ର ସାହାଯ୍ୟ କରିବା ପାଇଁ ପ୍ରତି ସୃତି ଦେଇଛନ୍ତି ଏବଂ ତାଙ୍କ ସର୍ଥିପୀକେଟ୍ କୁ ଟଙ୍କା ଦେଇ ମୁକୁଳେଇବା କୁ ପ୍ରତି ଶୃତି ମଧ୍ୟ ଦେଇଛନ୍ତି । ଏବଂ କହିଛନ୍ତି ରାଣୀ ପଣ୍ଡା ଯାଉଠି ଥିଲେ ବି ସେ ସବୁ ବେଳେ ଓଡ଼ିଶା ବାସୀଙ୍କ ର । ଏବଂ ସେ ଝିଅ ଯେତେ ପାଠ ପଡ଼ିବ ରାଣୀ ପଣ୍ଡା ତାକୁ ପଢେଇବେ ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *