ସହଜ ଘରୋଇ ଉପାୟ ରେ କିଭଳି ଛୋଟ ଛୁଆ ଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇବ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସହଜ ଘରୋଇ ଉପାୟ ରେ କିଭଳି ଛୋଟ ଛୁଆ ଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇବାର ଉପାୟ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।  

 

ସାଧାରଣ ତହ ଛୁଆ ମାନଙ୍କ ସ୍ମରଣ ଶକ୍ତି ସମସ୍ତଙ୍କ ର ଅଲଗା ଅଲଗା ଥାଏ । କିନ୍ତୁ ଆମ୍ଭେ ମାନେ କିଛି ଉପାୟ ମାଧ୍ୟମ ରେ ଏହା କୁ ଅଳ୍ପ କିଛି ମାତ୍ରାରେ ପରିବର୍ତ୍ତନ କରି ପାରିବା । କାରଣ ମଣିଷ ସ୍ମରଣ ଶକ୍ତି ଭଗବାନ ଙ୍କ ପ୍ରସାଦ ଏହା କାହା ହାତ ର କଥା ନୁହେଁ । ଆସନ୍ତୁ ଜାଣିବା ସେହିଭଳି କିଛି କଥା ଏବଂ ତାହାର ଉତ୍ତର। 

 

(୧) ବହୁତ ଲୋକଙ୍କ ଏହା ସମସ୍ଯା ହୋଇଥାଏ ଯେ ତାଙ୍କ ଛୁଆ କୌଣସି ପାଠ ବା କଥା ମନେ ରଖୁ ନାହିଁ ଓ ପାଠରେ ମନ ଦଉ ନାହିଁ ତେବେ ନିଜ ଛୁଆକୁ କଂସା ଗ୍ଳାସରେ ପାଣି ପିବାକୁ ଦିଅନ୍ତୁ ଦେଖିବେ ତା ସ୍ମରଣ ଶକ୍ତି ବଢିବାକୁ ଲାଗିଥାଏ ଓ ଚେଷ୍ଟା କରନ୍ତୁ ଛୁଆଟି କଂସା ବାସନ ରେ ଖାଇବା ଖାଉ ଦେଖିବେ ଛୁଆର ସ୍ମରଣ ଶକ୍ତି ୪ ଗୁଣ ବଢିଯିବ ।

 

(୨) ପ୍ରତିଦିନ ସକାଳୁ ଅନ୍ଧାର ସମୟରୁ ଉଠି ପିଲାଙ୍କୁ ଧ୍ୟାନ ଯୋଗ ଆଦି କାର୍ଯ୍ୟ କରାନ୍ତୁ । ଯଦି ଛୋଟ ବେଳୁ ପିଲାଙ୍କୁ ଏହା ଶିକ୍ଷା ଦିଆଯାଏ ତେବେ ସମୟ ଆସିଲେ (ବଡ଼ ହେଲେ) ଏମାନଙ୍କ ମସ୍ତିଷ୍କ ର ଏକ ଅଲଗା ପ୍ରକାର ର ବୃଦ୍ଧି ଘଟିଥାଏ । ସ୍ମରଣ ଶକ୍ତି ର ଅଲଗା ପକାରର ବୃଦ୍ଧି ଦେଖିବାକୁ ମିଳିବ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *