ଦରିଦ୍ର ହେବାର ୫ ପ୍ରମୁଖ କାରଣ । ଯଦି ସୁଧାରିଦେବେ ଏହି ସବୁ ଭୁଲ ଜୀବନ ସାରା ଟଙ୍କା ର ଅଭାବ ରହିବ ନାହିଁ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଦରିଦ୍ର ର ମୁଖ୍ୟ ୫ ଟି କାରଣ ବିଷୟରେ । ତେବେ ଖବର ଟି ସମ୍ପୂର୍ଣ ତଥ୍ୟ ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆପଣ ମାନେ ଜାଣନ୍ତି ମା ଲକ୍ଷ୍ମୀ ଙ୍କୁ ଧନ ଦେବୀ ନାମ ରେ ଅନେ ଜାଣୁ । ଆମେ ଜାଣୁ ଯେ ମା ଲକ୍ଷ୍ମୀ ଙ୍କ କୃପା ରେ ଘରକୁ ଧନ ଧାନ୍ୟ ଏବଂ ସୁଖ ଶାନ୍ତି ରହି ଥାଏ ।କିନ୍ତୁ ଶାସ୍ତ୍ର ରେ ଏମିତି କଥା କୁହା ଯାଉଚି କୁ ଏମିତି କିଛି କାମ କଲେ ଆମ କୁ ଦୁଃଖ ଦାରିଦ୍ର୍ୟତା ଘେରି ରହେ। ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ୱାରା ଦରିଦ୍ର ଆମ କୁ ଘେରି ରହେ ।

 

ବନ୍ଧୁଗଣ ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ସେତେବେଳେ ଚତୁର୍ଥ ରତ୍ନ ମଧ୍ୟ ରୁ ମା ଲକ୍ଷ୍ମୀ ପ୍ରକଟ ହେଇଥିଲେ ଏହା ପରେ ମା ଲକ୍ଷ୍ମୀ ଙ୍କ ସ୍ଵଭାବ କୁ ଚଞ୍ଚଳା ବୋଲି ମାନିଥିଲେ ।

କୁହା ଯାଏ ମା ଲକ୍ଷ୍ମୀ ସବୁବେଳେ ସଫା ସୁତାର ଜାଗା କୁ ଭଲ ପାଇଥାନ୍ତି । ଜଉ ବେତ୍କି ନିଜ ରହିବା ଜାଗା ବା ନିଜ ଘର କୁ ଅପରିଷ୍କାର କରେ ଘର ଦୁର୍ଗନ୍ଧ କରି ଥାଏ ନିଜେ ପରିଷ୍କାର ହେଇ ନଥାଏ ସେଠାରେ କେବେ ବି ମା ଲକ୍ଷ୍ମୀ ବଦକରନ୍ତି ନାହିଁ ।

ବନ୍ଧୁଗଣ ପୂଜା କରିବା ସମୟରେ ଏମିତି କିଛି ଭୁଲ କରନାହିଁ ।ଯାହା କି ପୂଜା କରିବା ସମୟ ରେ ମନ୍ଦିର ଏବଂ ଠାକୁର ଘର କୁ ପ୍ରଥମେ ସଫା ରଖିବା ଆବଶ୍ୟକ ଏବଂ ପୂଜା କରିବା ସମୟରେ କେବେ ଅଳସ ମାରିବା ଠିକ୍ ନୁହଁ ଯାହା ଦ୍ଵାରା ମା ଲକ୍ଷ୍ମୀ ରଗିଯାଇଥନ୍ତି ।

 

ଆପଣ ବାହାରୁ ବୋଲା ବୋଲି କରି ଆସି ଘର କୁ ସିଧା ପଶି ଯାନ୍ତି ନିଜ ଗୋଡ଼ କୁ ଧୁଅନ୍ତି ନାହିଁ  ଏବଂ ନିଜ ଶୟନ ବିଛଣା କୁ ଯାନ୍ତି ଏହା କରିବା ଭୁଲ ହେଇ ଥାଏ ।ଏହି ସବୁ କାରଣ ପାଣି ଗରିବ ପଣ ମାଡ଼ି ଆସେ।

 

ଘରକୁ ଯେତେ ବେଳେ ଫେରୁଛନ୍ତି ଆପଣ ମାନଙ୍କ ଜୋତା ଚପଲ କୁ ଠିକ୍ ରେ ରଖନ୍ତୁ ଯଦି ଆପଣ ଠିକ୍ ରେ ନ ରଖି ଏଣେ ତେଣେ ଫୁପଡି ଦେଉଛନ୍ତି ତେବେ ଏହା ଆମ ପ୍ରତି ଖରାପ୍ ପ୍ରବାହ ପଡେ ଏବଂ ନକାରାତ୍ମକ ଶକ୍ତି ର ପ୍ରଭାବ ଘର ଉପରେ ପଡେ ।

 

ରୋଷେଇ ଘର କୁ ସଫା ସୁତାର ରଖିଲେ ଧନ ର ଦେବୀ ମା ଲକ୍ଷ୍ମୀ ଏବଂ ମା ଅନ୍ନପୂର୍ଣ୍ଣା ସବୁବେଳେ ପ୍ରସନ୍ନ ହେଇଥାନ୍ତି ଯଦି ରୋଷେଇ ଘର ଅଳିଆ ହେଇ ଥାଏ ସେହି ଘରକୁ ଖାଦ୍ୟ ର ଅଭାବ ହେଇ ଥାଏ ଏବଂ ଗରିବ ପଣ ମାଡ଼ି ଆସେ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *