ଏବେ ଘରେ ବସି ମାଗଣାରେ ଏହି ଉପାୟ ରେ କରନ୍ତୁ DL ରିନୁ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଉ RTO କାର୍ଯ୍ୟାଳୟ କୁ ଦୌଡ଼ିବାକୁ ପଡ଼ିବ ନାହିଁ ଏମିତି କିଛି ବଡ ଘୂଷଣା କଲେ ନରେନ୍ଦ୍ର ମୋଦି। ଆସନ୍ତୁ ଜାଣିବା କାହିକି ଏମିତି କହିଲେ ମୋଦି ସେଥି ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ଜାଣିଥିବେ ଯେ କୌଣସି ସରକାରୀ କାମ ପାଇଁ ଆମକୁ କାର୍ଯ୍ୟାଳୟ କୁ ଦୌଡ଼ିବାକୁ ପଡି ଥାଏ । କିନ୍ତୁ ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ଙ୍କ କିଛି ଆବଶ୍ୟକ କାର୍ଯ୍ୟ ପାଇଁ ଆମ କୁ ଅନେକ କାର୍ଯ୍ୟ ସହଜ ହେଇ ଥାଏ । ମିଳିଥିବା ସୂଚନା ଅନୁଯାୟୀ ଆପଣ ପରିବହନ ମନ୍ତ୍ରଣାଳୟ ର ୱେବସାଇଟ କୁ ଏକ ଛୁଟ କାମ କରିବାକୁ ପଡ଼ିବ ଯାହା ଦ୍ଵାରା ବିନା କୌଣସି ପରିଶ୍ରମ ରେ ଆପଣ ଙ୍କ ଲାଇସେନ୍ସ ନବୀକରଣ (ରିନ୍ୟୁ) ହେଇଯିବ ।

 

ତେବେ ଘରେ ବସି ଲାଇସେନ୍ସ ନବୀକରଣ କରିବା ପାଇଁ ଆମ ପାଖରେ କିଛି ଆବଶ୍ୟକ କାଗଜ ପତ୍ର ଥିବା ନିହାତି ଆବଶ୍ୟକ ଯାହା କୁ ପୁରୁଣା ଡ୍ରିଭେଇଂ ଲାଇସେନ୍ସ ସହ ପାସପୋର୍ଟ ଫୋଟୋ ଏବଂ ଆଧାର କାର୍ଡ । 

ଏହା ପରେ କେମିତି କରିବେ ଅନଲାଇନ ରେ ନବୀକରଣ ।

ଯଦି ଆପଣ ମାନଙ୍କୁ ୪୦ ବର୍ଷ ରୁ ଅଧିକ ହେଇଚି ଏବଂ ଲାଇସେନ୍ସ ର ବୈଧତା ପୂର୍ଣ୍ଣ ହେଇଚି ଏବଂ ନିଜ ଲାଇସେନ୍ସ କୁ ନବୀକରଣ କରିବାକୁ ଚାହୁଛନ୍ତି ତେବେ ଆପଣ ଙ୍କୁ ଫର୍ମ ୧(ଏ) ପୁରଣ କରିବାକୁ ପଡ଼ିବ । ଏବଂ ଏହା ପରେ ଯେ କୌଣସି ଡାକ୍ତର ଙ୍କ ପାଖ ରୁ ପ୍ରମାଣ ପତ୍ର ମଧ୍ୟ ଆଣିବାକୁ ପଡ଼ିବ ।ଏହି ସମ୍ପର୍କ ରେ ତଥ୍ୟ www.parivahana.gov.in ୱେବସାଇଟ ରେ ମିଳିପାରିବ । ଆପଣ ପରିବହନ ୱେବସାଇଟ ରୁ ଯାଇ ଲାଇସେନ୍ସ ନବୀକରଣ ଫର୍ମ ଡାଉନଲୋଡ କରି ସେହି ଫର୍ମ କୁ ପୁରାଣ କରି ଏକ ସଫ୍ଟ କପି ରଖନ୍ତୁ ।

 

କେମିତି କରିବେ ଅନଲାଇନ:-

ଆପଣ ପ୍ରଥମେ ଭାରତ ସରକାର ଙ୍କ ପରିବହନ ମନ୍ତ୍ରଣାଳୟ ୱେବସାଇଟ କୁ ଜାନ୍ତୁ ଏବଂ ଏହା ପରେ ବାମ୍ ସାଇଟ ରେ ଥିବା ଅନ୍ ଲାଇନ ଅପ୍ଲ୍ୟା ରେ କ୍ଲିକ୍ କରିବାକୁ ପଡ଼ିବ ତାପରେ ଆପଣ ଙ୍କୁ ସର୍ଭିସ୍ ଡ୍ରାଇଭ୍ ଇଂ ଲାଇସେନ୍ସ ରେ କ୍ଲିକ୍ କରିବାକୁ ପଡ଼ିବ।ଏହା ପରେ ଦିଆଯାଇଥିବା ଫର୍ମ କୁ ପୂରଣ କରିବାକୁ ପଡ଼ିବ ଏହା ପରେ ମଗା ଯାଇଥିବା ଦେକ୍ୟୁମେଣ୍ଟ ଦବାକୁ ପଡିବ । ଏହା ପରେ ଆପଣ ଅନଲାଇନ ରେ ଏପ୍ଲ୍ୟା କରିବେ ତ ପରେ କିଛି ଦିନ ମଧ୍ୟ ରେ ଆପଣ ଙ୍କ ପାଖରେ ପହଞ୍ଚି ଯିବ ଲାଇସେନ୍ସ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *