ସଖାଳ ସମୟ ଏପରି କଲେ ମାତା ହୋଇଥାନ୍ତି ପରମ ପ୍ରୀତ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ବାସ୍ତୁ ଶାସ୍ତ୍ର ବିଷୟରେ ଜାଣିବା କଣ ଏମିତି ସଖାଳୁ କଲେ ଧନର ବର୍ଷା ହେବା । ବାସ୍ତୁଶାସ୍ତ୍ର ବିଷୟରେ ସମସ୍ତ ଖବର ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଜାଣିଥିବେ ସକାଳ ର ଆରମ୍ଭ ଶୁଭ ହେଲେ ସାରା ଦିନ ଶୁଭ ହେଇଥାଏ । ତେଣୁ ସକାଳ ର ଆରମ୍ଭ କେମିତି କରିବା ଯାହା ଦ୍ଵାରା ଆମର ପରିବାର ରେ ସୁଖ ଧନ ସମୃଦ୍ଧି ରେ ଭରି ଯାଏ।

 

ମନୁଷ୍ୟ ଦିନ ସାରା ଅସ୍ତ ବ୍ୟସ୍ତ ଜୀବନ ରୁ ଆରାମ ପାଇବା ପାଇଁ ନିଦ୍ରା ଯାଇଥାନ୍ତି। ସକାଳେ ଓଠିବା ପରେ ସେ ତାଜପଣ ଅନୁଭବ କରିଥାନ୍ତି । ଦେହ ମନ ଶାନ୍ତ ଏବଂ ନିର୍ମଳ ହେଇ ଯାଇଥାଏ ଠିକ୍ ଏହି ସମୟରେ ଜଉ କାମ କରିଥାନ୍ତି ତାହା ଦିନ ସାରା ଆମ ଜୀବନ ଉପରେ ପଡ଼ି ଥାଏ । ତେଣୁ ସକାଳ ର ଆରମ୍ଭ ଏମିତି କରିବା ଯାହାର ଶୁ ପ୍ରଭାବ ଆମ ଉପରେ ପଡ଼ିବ।

 

ବନ୍ଧୁଗଣ ସକାଳ ନିଦ୍ରା ଭଙ୍ଗ ପରେ ସେହି ଶଯ୍ୟା ଉପରେ ଟିକେ ଭଗବାନ ଙ୍କୁ ଡାକନ୍ତୁ।ନିଜ ହାତ ର ପାପୁଲି ଦେଖି ଶଯ୍ୟା ଛାଡନ୍ତୁ ।କାରଣ ହାତ ପାପୁଲି ରେ ସମସ୍ତ ଦେବା ଦେବୀ ବସ୍ ମାନ କରିଥାନ୍ତି । ହାତ ପାପୁଲି ରେ ବ୍ରହ୍ମା ଅଗ୍ର ଭାଗରେ ମାତା ଲାକ୍ଷ୍ମି ମଧ୍ୟ ଭାଗରେ ମାତା ସରସ୍ଵତୀ ଏବଂ ତଳକୁ ଭଗବାନ ଶ୍ରୀକୃଷ୍ଣ ଙ୍କୁ ବସ କରାଇଛନ୍ତି । ଏଥିପାଇଁ ସକାଳେ ହାତ ପାପୁଲି କୁ ଦେଖିବା ସମୟ ରେ ଏକ ମନ୍ତ୍ର ଜପ କରିବା ଆବଶ୍ୟକ ।

 

କରାଗ୍ରେ ବସତି ଲକ୍ଷ୍ମୀ 

        କର ମଧ୍ୟେ ସରସ୍ଵତୀ

କର ମୂଳେ ତୁ ଗୋବିନ୍ଦ 

       ପ୍ରଭାତେ କର ଦର୍ଶନ ।

 

ପ୍ରତେକ ଦିନ ନିଜ ହାତ ପାପୁଲି ଦେଖି ଏହି ମନ୍ତ୍ର ଜପ କଲେ ଆପଣ ଙ୍କୁ ଦିନ ସାରା ଦେହ ମନ ଭଲ ରହିବ । ସକାଳ ସମୟରେ ଭୂମାତା ଙ୍କୁ ସ୍ମରଣ କରି ଭୂମିରେ ଗୋଡ଼ ରଖନ୍ତୁ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *