ଆସନ୍ତୁ ଜାଣିବା କଣ ପାଇଁ ପୁରୁଷ ଙ୍କୁ କମ ବୟସ ଝିଅ ପସନ୍ଦ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ବିବାହ ହେଉ କି ରେଲେସନ୍ ସିପ୍ ପାଇଁ ପୁଅ ମାନଙ୍କୁ କମ ବୟସ ର ଝିଅ ମାନେ କାଇଁ କି ପସନ୍ଦ ଥାନ୍ତି । ଏହାରି ବିଷୟରେ ତଥ୍ୟ ଜାଣିବା  କୁ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଭାରତ ରେ ବିବାହ କିମ୍ବା ରେଲେଶନଶିପ ପାଇଁ ପୁଅ ମାନଙ୍କୁ ସବୁବେଳେ କମ ବୟସ ର ଝିଅ ମାନେ ପସନ୍ଦ ଆସିଥାନ୍ତି । କାରଣ ଏଠାକାର ସାମାଜିକ ପ୍ରଥା ଏବଂ ଆଇନ ଅନୁସାରେ ପୁଅ ର ବୟସ ୨୧ ଏବଂ ଝିଅ ର ବୟସ ୧୮ ହେଲେ ବିବାହ ହେଇପାରିବ । ଏହାକୁ ନେଇ ଲୋକଙ୍କ ମନ ରେ ଏମିତି କିଛି ଧାରଣ ସୃଷ୍ଟି କରାଯାଇଛି ଯାହା କୁ ପୁଅ ମାନଙ୍କ ଠୁ ଝିଅ ମାନେ କମ୍ ବୟସ ରେ ହୋଇଥିବେ ଯେମିତି। ପୂର୍ବ କାଳ ରେ ବିବାହ କରିବାକୁ ଗଲେ ବର ଆଉ କନିଆଁ ର ଯେମିତି ବୟସ ର ପାର୍ଥକ୍ୟ ରହିଥିବ। ସେ କଥା କୁ ଆଜି ବି ଏଇ ଆଧୁନିକ ସମାଜ ମଧ୍ୟ ମାନି ଚାଲୁଛି ।

ପୂର୍ବ କାଳ ରେ କହନ୍ତି ସ୍ବାମୀ ର ବୟସ ସ୍ତ୍ରୀ ର ବୟସ ଠୁ ୫ ରୁ ୬ ବର୍ଷ ବଡ ହେଇଥିବା ଆବଶ୍ୟକ ।କିନ୍ତୁ ଆଜିର ଯୁବ ସମାଜ ଏହାକୁ ମନିବା ପାଇଁ ପ୍ରସ୍ତୁତ ନୁହଁ କାରଣ ସେମାନେ ନିଜ ର ସମାନ ବୟସ ର ଝିଅ ଙ୍କୁ ବିବାହ କରୁଛନ୍ତି । ଏମିତି କରିବା ଅନୁଚିତ୍ କାରଣ ଯଦି ସମାନ ବୟସ ର ଝିଅ କୁ ବିବାହ କାରା ଯାଏ ଅତ୍ୟଧିକ ହର୍ମୋନ ର ଚଳା ଚଳ ପାଇଁ ଝିଅ ଅତ୍ୟଧିକ ପରିପକ୍ଵ ହେଇ ଯାଏ ଜଉ ଥି ପାଇଁ ପୁଅ ର ଯୌବନ ଉପରେ ପ୍ରଭାବ ପକେଇଥାଏ । ଏବଂ ପାରିବାରିକ ଝଗଡ଼ା ଲାଗିରହେ । ଏଥି ପାଇଁ କମ୍ ବୟସ ର ଝିଅ ଙ୍କୁ ବିବାହ କରିବା ନିହାତି ଆବଶ୍ୟକ।

 

 ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *