ସାରା ଓଡିଶା ରେ ଏହି କୁନି ଝିଅ ର ଭିଡ଼ିଓ ହେଲା ଭାଇରଲ । ସରକାର ଙ୍କ ନିଦ ହଜାଇଲା କୁନି ଝିଅ ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣ ଙ୍କୁ ଏମିତି ଏକ କୁନି ଝିଅ ବିଷୟ ରେ କହିବୁ ଯାହା ଭିଡିଓ ସାରା ସୋସିଆଲ ମିଡିଆରେ ଘୁରି ବୁଲୁଛି । ଖବର ବିଷୟ ରେ ସମ୍ପୂର୍ଣ ତଥ୍ୟ ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆମ ଦେଶ ଭାରତ ର ଗୋଟିଏ ଛୁଟିଆ ରାଜ୍ୟ ଓଡ଼ିଶା ଯେଉଁଠାରେ ଜ୍ଞାନୀ ଗୁଣୀ ,ବିଦ୍ୟାନ ମାନଙ୍କ ର ଅଭାବ ନଥାଏ ଏବଂ ଦେଶ ଆଉ ରାଜ୍ୟ ପ୍ରତି ଭଲ ପାଇବା କାହା ପାଖରେ କମ ନଥାଏ । ଏହାରି ଭିତରେ ଆମ ରାଜ୍ୟ ର ଜଣେ କୁନି ଝିଅ ଦେଶ ର ଜ୍ଞାନ କୌଶଳ ଏବଂ ସୁଦ୍ଦେଶୀ ନୀତି ଏବଂ ଦେଶ କେତେ ବିକଶିତ ତାହା ବିଷୟ ରେ ଏମିତି କିଛି କହିଛନ୍ତି ଯାହା ଓଡ଼ିଶା ବାସି ମାନଙ୍କୁ ଚକିତ କରିଛି ।ଆସନ୍ତୁ ଦେଖି ସେହି କୁନି ଝିଅ କହିଥିବା କିଛି କଥା ।

 

ତାଙ୍କ ର ମୂଳ ବାର୍ତ୍ତା ଥିଲା “ଏକ ସପ୍ନା ହେ ହମ୍ ଭାରତ କୁ ବନାନା । ବିନ୍ତି ତୁମସେ ହେ କି ଭାରତ କୁ ଆଗେ ଲେକେ ଜାନା”  ଏମିତି କିଛି କହି ତାଙ୍କ ର ବାର୍ତ୍ତା ଆରମ୍ଭ କରି ଥିଲେ । ତାଙ୍କ ର ବିଷୟ ବସ୍ତୁ ଥିଲା ସ୍ଵଦେଶୀ ସମ୍ମାନ ଏବଂ ଆତ୍ମ ନିର୍ଭର ଭାରତ ।   ତାଙ୍କ ର କହିବା କଥା ସ୍ଵଦେଶୀ ଜିନିଷ କୁ ବେବାହାରା କରି ସମ୍ମାନ ର ସହ ବଞ୍ଚିବା ଏବଂ ନିଜ ଦେଶ ର ଦ୍ରବ୍ୟ କୁ ବେଵହରା କରି ଦେଶ ର ଅର୍ଥନୀତି କୁ କେମିତି ଆଗକୁ ନେଇ ପରିବା ସେ ବିଷୟ ରେ କହି ଥିଲେ । ଜାତିର ପିତା ଆହ୍ବାନ ଦେଇଥିଲେ କାଟି ପିନ୍ଦ କୁଟି ଖାଅ ଏହାର ଅର୍ଥ ମଧ୍ୟ ସମାନ ଥିଲା । ନିଜେ ତିଆରି କରି ନିଜେ ପିନ୍ଧିବା ଏବଂ ସେଥିରେ ନିଜେ ଆତ୍ମ ନିର୍ଭର ହେଇ ପରିବା 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *