ରାତି ୧୨ ଟା ରେ LIVE ଭିଡିଓ କରି ଏମିତି କିଛି କହିଲେ ଅର୍ଚ୍ଚିତା । ପୁରା ଓଲିଉଡ ହେଲା ହଇଚଇ …

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଚଳଚ୍ଚିତ୍ର ଜଗତର କିଛି ମଜାଦାର ଖବର ନେଇ ଆସିଛୁ ଯାହା ଚଳଚ୍ଚିତ୍ର ଜଗତର ରାଣୀ ଅର୍ଚ୍ଚିତା ଙ୍କୁ ନେଇ । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ଜାଣିଥିବେ କରୁଣା ମହାମାରୀ ପାଇଁ ଚଳଚ୍ଚିତ୍ର ଜଗତ ହେଉ ବା ଯାତ୍ରା ଜଗତ ସବୁ ବନ୍ଦ ଥିଲା କିନ୍ତୁ ଏବେ ସରକାର ଙ୍କ ଅନୁମତି ପରେ ସମସ୍ତ ପ୍ରଯୋଜକ ସିନେମା କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ଭିତରେ ଓଡ଼ିଆ ଚଳଚ୍ଚିତ୍ର ଜଗତର କୁଇଁନ୍ ଅର୍ଚ୍ଚିତା ଙ୍କୁ ନେଇ ରୁଲ୍ ନମ୍ୱର୍ ୨୭ ନାମକ ଏକ ଚଳଚ୍ଚିତ୍ର ସୁଟିଂ ଜାରି ରହିଛି ।

 

ସୁଟିଂ ସେଟ୍ ରୁ କିଛି ଭିଡିଓ ଅର୍ଚ୍ଚିତା ତାଙ୍କର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯଉଥିରେ ସେ ସେହି ଫିଲ୍ମ୍ ରେ କଉ ଭଳି କରେକ୍ତର ପାଇଛନ୍ତି ଏବଂ ସେ ଫିଲ୍ମ୍ ରେ ତାଙ୍କ ନାମ କଣ ଅଛି ସେ ବିଷୟ ରେ ସେ କହିଛନ୍ତି । ତାଙ୍କ ର କହିବା କଥା ସେହି ଫିଲ୍ମ୍ ରେ ସେ ଜଣେ ଗରିବ ଘର ଝିଅ ହୋଇଥିବେ ଏବଂ ତାଙ୍କ ନାମ ସୁଜାତା ସାହୁ ହେଇଥିବା ସେ ସ୍କୁଲ ରେ ଖରାପ୍ ପାଠ ପଢୁଥିବା ରୁ ତାଙ୍କ ସ୍କୁଲ ରୋଲ ନମ୍ୱର୍ ୨୭ ଥିବା ଏବଂ ସେ ଗୋଟେ ଗରିବ ଘର ର ଝିଅ ହେଇଥିବା ରି ସେ ଲୋଗା ସିଲେଇ କରି ପାଠ ପଢେ । ଆସନ୍ତୁ ଦେଖିବା ଅର୍ଚ୍ଚିତା ଆଉ କଣ କହୁଛନ୍ତି ଏହି ଭିଡିଓ ମାଧ୍ୟମ ରେ ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *